*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦୁର୍ଗାପୂଜା ୩ ଦିନ ବିତି ଯାଇଥିବା ବେଳେ ଶାନ୍ତି କମିଟି ବୈଠକ ହୋଇ ପାରିନାହିଁ, ପୂଜା ମଧ୍ୟ ଶାନ୍ତିରେ ପରିଚାଳିତ।*
ନୂଆପଡା(ମିଖାଏଲ ନନ୍ଦ) ତା:୧୪.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦୁର୍ଗା ପୂଜା ହର୍ଷ ଉଲ୍ଲାସରେ ପାଳିତ ହେଉଅଛି। ଚାରି ଦିନ ବିତି ଯାଇଥିଲେ ମଧ୍ୟ ଜଗତ ଜନନୀ ମାଁ ଦୂର୍ଗାଙ୍କ ଦ୍ୱାରା ଶାନ୍ତିରେ ପରିଚାଳିତ ହେଉଅଛି। ପୂଜା କମିଟି ପକଃ ରୁ ଚଳିତ ବର୍ଷ ଶାନ୍ତି କମିଟି ବୈଠକ ହୋଇ ନଥିବା ପ୍ରକାଶ କରିଛନ୍ତି। ଖଡ଼ିଆଳ ପଟ୍ଟନାୟକ ପଡ଼ା ବରିଷ୍ଠ ସଦସ୍ୟ ଜଗଦୀଶ ପ୍ରସାଦ ତ୍ରିବେଦୀ ଏବଂ ଅନ୍ୟ ସଦସ୍ୟ ମାନେ ମଧ୍ୟ ଶାନ୍ତି କମିଟି ବୈଠକ ହୋଇ ନାହିଁ। ସେହିପରି ରାଜାପଡ଼ା ଦୁର୍ଗା ପୂଜା କମିଟି ପକ୍ଷ ରୁ ଦେବ ଦେବ ସିଂ ଦେଓ ମଧ୍ୟ ଶାନ୍ତି କମିଟି ବୈଠକ ହୋଇ ପାରି ନଥିବା ପ୍ରକାଶ କରିଥିଲେ। କିନ୍ତୁ ଶାନ୍ତି ଶୃଙ୍ଖଳା ବଜାୟ ହେଉଅଛି। ସନ୍ଧ୍ୟା ସମୟରେ ପ୍ରବଳ ଭିଡ ହେଉଥିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ।
