
କୋରାପୁଟ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୋନିଆ ଗାନ୍ଧୀ ଅପମାନ କରିବା ପ୍ରତିବାଦ ରେ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ ବିଜେପି କର୍ମୀଙ୍କ ଦ୍ୱାରା କଳାନିକେତନ ଛକ ନିକଟରେ ସୋନିଆ ଗାନ୍ଧି ଙ୍କ କୁଶ ପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏଥିରେ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଜିଲ୍ଲା ସଭାନେତ୍ରୀ ସବିତା ପଟନାୟକ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଦଳୀୟ କର୍ମୀ ଏଥିରେ ସାମିଲ ହେବା ସହ ଏହାର ଦୃଢ ପ୍ରତିବାଦ କରିଥିଲେ l ଓ କଂଗ୍ରେସ ଦଳ ଆଗକୁ ଏପରି ମନ୍ତବ୍ୟ ରୁ କ୍ଷlନ୍ତ ରହିବାକୁ ଦଳ ପରାମର୍ଶ ଦେଇଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍