
କଳାହାଣ୍ଡି….ସାଂସଦ ଅଧିବେସନ ରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ କୁ ରାହୁଲ ଗାନ୍ଧୀ ବୋର୍ କହିବ ଓ କଂଗ୍ରେସ୍ ନେତ୍ରୀ ଶ୍ରୀମତି ସୋନିଆ ଗାନ୍ଧୀ କଟାକ୍ଷ କରି poor lady କହିବା ଅତ୍ୟନ୍ତ ଦୁ୍ଭାଗ୍ୟଜନକ ଦେଶ ର ସର୍ବୋଚ୍ଚ ପଦାସିନ ମହାମହିମ ରାଷ୍ଟ୍ରପତିଙ୍କ ଅପମାନ ସମଗ୍ର ଦେଶ ବାସୀ ଙ୍କ ଅପମାନ ଗରିବ ,ଆଦିବାସୀ ,ଦଳିତ ମହିଳା ଙ୍କ ଅପମାନ ,ଏହି ଭଳି ହିନ ମନ୍ତବ୍ୟ ଦେଇଥିବା କଂଗ୍ରେସ୍ ନେତା ଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପଦ ଙ୍କ ନେତୃତ୍ଵ ଭବାନୀପାଟଣା ଟାଉନ୍ ଥାନା ସମ୍ମୁଖ ରେ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ ହେଇଥିଲା