*ବେଲ୍ଟିକିରି ଓ ଜଙ୍ଖିରା ଗ୍ରାମରେ ମୋଦୀଙ୍କ ଜନ୍ମଦିନ ପାଳନ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ବେଲ୍ଟିକିରି ୧୭/୦୯/୨୦୨୬: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବେଲ୍ଟିକିରି ଓ ଜଙ୍ଖିରା ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଥିଲା।
ଏହି ଅବସରରେ ଗ୍ରାମବାସୀ ଓ ଆୟୋଜକମାନେ ଏକତ୍ରିତ ହୋଇ ଶ୍ରୀ ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମନ୍ଦିରରେ ଆଶ୍ରିବାଦର ଦୀପ ପ୍ରଜ୍ୱଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜନ୍ମଦିନ ପାଳନ ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
ବେଲ୍ଟିକିରି ଓ ଜଙ୍ଖିରା ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପସ୍ଥିତି ଥିଲେ l
