ବାଲେଶ୍ୱର….. ସୋର ବ୍ଲକ ସାଜନପୁର ପଞ୍ଚାୟତ ଅନ୍ତର୍ଗତ ଉଦୟ ନାରୟଣ ବିଦ୍ୟାପୀଠ ନୋଡାଲ ଷ୍କୁଲ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନିରୁଦ୍ଧ ମହାରଣା ଙ୍କୁ ଷ୍କୁଲ ର 2013 ବ୍ୟାଚ ର ଛାତ୍ର ମାନଙ୍କ ଦ୍ୱାରା ଚାରା ବଣ୍ଟନ କରାଯିବା ସହ ସ୍କୁଲ ପରିସରରେ ଚାରା ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ର ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଜ୍ୟୋତି ପ୍ରକାଶ ଦୀକ୍ଷିତ, ଅବିନାଶ ବେଜ, ମାନସ ଜେନା, ସରୋଜ ଯେନା, ସିଦ୍ଧାନ୍ତ ସାହୁ ,ଲକ୍ଷ୍ମୀଧର ମହାନ୍ତି, ତପନ ମହାପାତ୍ର, ଲକ୍ଷ୍ମୀଧର ବାରିକ୍ ,ଦେବବ୍ରତ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଷ୍କୁଲ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ପୁରାତନ ଛାତ୍ର ମାନଙ୍କ ଏଭଲି କାର୍ଯ୍ୟ କ୍ରମ ପ୍ରଶଂସା କରିଥିଲେ
