କୁଡୁମୀସେନା ଆନ୍ତରାଜ୍ୟ ବନ୍ଦନା ପରବ ଭେଟ ଘାଟ ୨୦୨୫ପାଇଁ ପ୍ରସ୍ତୁତି ବୈଠକ ——–(ନି ପ୍ର) ଝାଡ ପୋଖରିଆ ,ଅଷ୍ଟମ ବାର୍ଷିକ ବାନ୍ଦନା ପରବ ଭେଟଘାଟ 2025 ର ପ୍ରଥମ ପ୍ରସ୍ତୁତି ବୈଠକ ଅକ୍ସଫୋର୍ଡ କୋଚିଂ ସେଣ୍ଟର, ବମ୍ବେଛକ ରେ ଅନୁଷ୍ଠିତ ହୋଇଯାଇଛି, ଆସନ୍ତା ଅକ୍ଟବର 26 ତାରିଖ ରବିବାର ଅନୁଷ୍ଠିତ ହେବ,ଝୁମର ହେବ, ଗରୁଖୁଣ୍ଟା ଓ ଢେଙ୍ଗୁଆନ ପ୍ରତିଯୋଗିତା ଆୟୋଜନ ହେବ ଆଜି କୁଡୁମୀ ସେନା ର ଉପସ୍ଥିତ ଥିଲେ ବିଶ୍ୱନାଥ ମହାନ୍ତ, ସିତେଶ ମହାନ୍ତ, ସାଇରାମ ମହାନ୍ତ, ଅଜିତ ମହାନ୍ତ, କୁବେର,ବ୍ଲକ ସଭାପତି କାଁହୁ ମହାନ୍ତ, ସୁମନ୍ତ ମହାନ୍ତ, ଅଶୋକ, ଏବଂ ମହିଳା ସେନାର ଝାରପୋଖରିଆ ପଞ୍ଚାୟତର ସମିତି ସଭ୍ୟ! ସସ୍ମିତା ମହାନ୍ତ, ମହିଳା ସେନା ସଭାପତି ଗୀତାଞ୍ଜଳି ମହାନ୍ତ, ଶାନ୍ତି ଲୋତା, ଓହୋଲ୍ୟ!, ନିବେଦିତା ମହାନ୍ତ ଓ ଛାତ୍ର ସେନା ଭୋବାନି, ଦେବବ୍ରତ, ଛାତ୍ରୀ ସେନାର ଧାରା କାନ୍ତି ମହାନ୍ତ, ରାଧା ମହାନ୍ତ ଉପସ୍ଥିତ ଥିଲେ, ପରିଶେଷରେ ପୂର୍ବତନ ସଭାପତି ଶ୍ରଯୁକ୍ତ ସାଇ ରାମ ମହନ୍ତ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ବୈଠକ କୁ ସାଙ୍ଗ କରିଥିଲେ, ଝାର ପୋଖରିଆ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ୍ ଭଞ୍ଜଦୂତ ଖବର
