ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅଧିନ ଭୀମଦା ଗ୍ରାମ ପଞ୍ଚାୟତ ର ଚେଙ୍ଗୁଆମଙ୍ଗଳପୁର ଗ୍ରାମ ରେ, ଶ୍ରୀ ଗୌରମୋହନ ଗିରି ଙ୍କ ପୁଅ ଶ୍ରୀ ରମେଶ ଚନ୍ଦ୍ର ଗିରି, ଗତ
ତା. ୧୮-୦୯-୨୫ ରିଖ ଗୁରୁବାର ଦିନ ୧୦ ଘଟିକା ସମୟରେ ଘରୁ କୁଆଡେ ପଳେଇ ଯାଇଛନ୍ତି, ତାଙ୍କର ଘର ଲୋକେ ବହୁତ ଖୋଜାଖଜି କରି ସାରିଲେଣି କିନ୍ତୁ ତାଙ୍କର କୌଣସି ପତା ମିଳୁନି, ସେ ଘରୁ ଯିବା ସମୟରେ, ଗୋଟେ କଳା କଲର ସାର୍ଟ ପିନ୍ଧିଥିଲେ ଓ ଏକ ସାଇକେଲ ନେଇ ଯାଇଛନ୍ତି,
ତାଙ୍କର ବାପା, ମା ଚାରିଆଡେ ଖୋଜାଖୋଜି କରି ବହୁତ ଚିନ୍ତାରେ ଅଛନ୍ତି, ଯଦି କୌଣସି ସଦ୍ ହୃଦୟ ବ୍ୟକ୍ତି ତାଙ୍କର ଖବର ପାଆନ୍ତି ତାହେଲେ ଏହି 7894681032,,8594849013 ନମ୍ବର ରେ ଜଣାଇବାକୁ ଅନୁରୋଧ
