ସାରା ବିଶ୍ୱରେ ଆମ ଅଞ୍ଚଳ କୁ ସୁନାମ ଧନ୍ୟ କରିଛନ୍ତି ଯାଜପୁର ଜିଲ୍ଲା, ବିଞ୍ଝାରପୁର ବ୍ଲକ, ହଳଦୀଡିହ ପଞ୍ଚଯାତର ଫଳପୁର ଗ୍ରାମର ନିବାସୀ ଶ୍ରୀ ନିରୋଦ ବାନା ସାମଲଙ୍କ ପୁତ୍ର ଶ୍ରୀ କୁନ୍ଦନ ସାମଲ | ବିଶ୍ୱର ଵୈଜ୍ଞାନିକ ତାଲିକାରେ ତାଙ୍କ ନାମ ଯୋଡି ହୋଇଛି | ଷ୍ଟାନଫୋଡ଼ ୟୁନିଭେର୍ସିଟି ର ପ୍ରକାଶିତ ତାଲିକା ଯେଉଁଥିରେ ବିଶ୍ୱର ମାତ୍ର ୨ ପ୍ରତିସଦ ଵୈଜ୍ଞାନିକ ମାନ୍ୟତା ପ୍ରାପ୍ତ ହୋଇଥାନ୍ତି, ସେଥିରେ ଡକ୍ଟର ସାମଲଙ୍କ ନାମ ସ୍ଥାନିତ ହୋଇଛି | ଏ ଖବର ପାଇଁ ସାରା ଅଞ୍ଚଳ ରେ ଖୁସୀର ଲହର ଖେଳି ଯାଇଛି | ଏପରି ଜଣେ ବ୍ୟକ୍ତି ଏ ଅଞ୍ଚଳ ନୁହେ ସାରା ଦେଶ ପାଇଁ ଗୌରବ ଆଣିଥିବା ଶ୍ରୀ ସାମଲ ଙ୍କୁ ଅଶେଷ ଅଶେଷ ସୁବେସ୍ଛା ଓ ଅଭିନନ୍ଦନ |
