*ନୂଆପଡ଼ା ଜିଲ୍ଲା ଖଡିଆଳ ଭବାନୀପାଟଣା ୧୬ ନମ୍ୱର୍ ରାଜ୍ୟ ରାଜପଥ ରିଷଗାଁ ନିକଟରେ ଦୁର୍ଘଟଣା, ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା, ଖଡିଆଳ ଉପଖଣ୍ଡ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି*
ନୂଆପଡା(ମିଖାଏଲ ନନ୍ଦ)ତା:
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଭବାନୀପାଟଣା ୧୬ ନମ୍ୱର୍ ରାଜ୍ୟ ରାଜପଥ ରିଷଗାଁ ନିକଟରେ ଦୁର୍ଘଟଣା, ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା, ଖଡିଆଳ ଉପଖଣ୍ଡ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସଠିକ ପରିଚୟ ମିଳିପାରି ନାହିଁ।
