ତିର୍ତୋଲ (ଗୋପାଳ କୃଷ୍ଣ ଦାସ) : ତିର୍ତୋଲ ବ୍ଲକ ଅନ୍ତର୍ଗତ ନୂଆପୋଖରୀ ବଜାର ନିକଟରୁ ପଣ୍ଡୁଆ ପଂଚାୟତର ନପଙ୍ଗ ଗ୍ରାମର ପ୍ରମୋଦ ମହାନ୍ତି ଚୋରା ମଦ ନେଇଯାଉଥିବା ସମୟରେ ଚଢ଼ାଉ l ତିର୍ତୋଲ ଅବକାରୀ ଟିମ ତରଫରୁ ହଟାତ ଛଡାଉ କରାଯାଇ ମଦ ଜବତ ସହ ଏକ ଟିଭିଏସ ସ୍କୁଟି କୁ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଥିଲା 3.780 ଲିଟର ଜବତ କରାଯାଇଛି ବୋଲି ଆଇ. ଆଇସି ସମିତା ପଣ୍ଡା ସୂଚନା ଦେଇଛନ୍ତି l
