ନୋରହନ୍ତା ଦନ୍ତା ହାତୀର ତାଣ୍ଡବୋ
କୋଇଡା (ସଞ୍ଜୟ ବେହେରା)ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ତେହେରାଇ ବିଟ୍ ନିକଟସ୍ଥ ଥିବା ସାନ ଇନ୍ଦପୁର ଗ୍ରାମର ଗେରୁଆଲ ହାଟିଙ୍ଗ୍ ଠାରେ ଗୋଟିଏ ବୃଦ୍ଧାଙ୍କୁ ଦଳି ମାରିଦେଲା ନରହନ୍ତା ଦନ୍ତା,କିଛିଦିନ ହବ ପାଟମୁଣ୍ଡା ଓ ମାଲଡା ଅଞ୍ଚଳରେ ୨୧ଟିକିଆ ହାତୀ ପଲ ଗାଁ ପୋଷି ଲୋକଙ୍କର ଘର ଭାଙ୍ଗିବା ସହ ମଟର ସାଇକେଲ ଓ କାର ଭାଙ୍ଗି ଦେଇଥିଲେ, ପୁଣି କାଲି ରାତି ୧୨:ସମୟରେ ଶିବରାମ ବୋଡ଼ଇକ ସହିଥିବା ସମୟରେ ଦୁଇଟି ହାତୀ ଗାଁରେ ଆସିଥିଲେ , ହାତୀକୁ ଯେତେ ଘଡେଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ସେଠାରୁ ହାତୀ ତିଳେ ମଧ୍ୟ୍ୟ ଘୁଞ୍ଚି ନ ଥିଲା, ଗ୍ରାମର ଲୋକେ ଫରେଷ୍ଟର ଙ୍କୁ ଫୋନ କରିଥିଲେ ମଧ୍ୟ୍ୟ ଫୋରେଷ୍ଟର ବାବୁ ଜଣଙ୍କ ଜାଣିଶୁଣି ଫୋନ ଉଠେଇ ନ ଥିଲେ ଗାଁର ଲୋକେ ଫୋରେଷ୍ଟର ଙ୍କୁ ହାତୀ ଘଡ଼େଇବା ପାଇଁ ଗୋଟିଏ ଟ୍ରାଚ୍ ଲାଇଟ ମଙ୍ଗିଥିଲେ ସେମଧ୍ୟ୍ୟ ଦେଲେ ନାହିଁ, କାଲି ରାତି ଶିବରାମ ହାତୀ ଷଣ୍ଡରେ ଟେକି ଆଣି ଗୋଡ଼ରେ ଦଳି ଦେଇଥିଲା, କିନ୍ତୁ ଫରେଷ୍ଟର ଆସିଲେ ନାହିଁ, ୧୦ଘଣ୍ଟା ପରେ ପହଁଞ୍ଚୁଛନ୍ତି, ଯଦି ସଙ୍ଗେସଙ୍ଗେ ପହଁଞ୍ଚି ଥାଆନ୍ତେ ତାହେଲେ ଶିବିରମ ବଞ୍ଚିଥାଆନ୍ତା ଶିବରାମ, ଫରେଷ୍ଟର ବାବୁମାନଙ୍କ ର ଅବହେଳା ଯୋଗୁଁ ଯାଉଛି ନିରୀହଙ୍କ ଜୀବନ,
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
