ନିଜ ମନକୁ ଆଘାତ ଲାଗିବା ରୁ ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି ପଞ୍ଚାୟତ ସଭାପତି ପ୍ରକାଶ ବରାଳ
ଧର୍ମଶାଳା/ଜେନାପୁର: (ରିପୋର୍ଟର)କୁଲୁ ବରାଳ ଭଞ୍ଜଦୂତ
ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ସଭାପତି ପ୍ରକାଶ ବରାଳ ଙ୍କ ନେତୃତ୍ବରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ପ୍ରକାଶ ବରାଳ ସେ ଜଣେ ଉଚ୍ଚ କୋଟିର ସମାଜ ସେବି ହୋଇଥିବାରୁ ସେ ଚାହାନ୍ତି ସବୁବେଳେ ଗ୍ରାମର ମଙ୍ଗଳ ଲାଗି ଓ଼ ସେ ମଧ୍ୟ୍ୟ ନିୟଜିତୋ ରୁହନ୍ତି ଗ୍ରାମର ପ୍ରତ୍ୟକ କାମ ସୁବିଧା ଅସୁବିଧା ରେ ତାଙ୍କର ସବୁ କାମକୁ ପଛକରି ସେ ସର୍ବଦା ଗ୍ରାମବାସୀଙ୍କ ସାଙ୍ଗରେ ଠିଆ ହୁଅନ୍ତି ଓ଼ ବର୍ତ୍ତମାନ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବରାଳ ସାହି ଠାରୁ ଜେନାପୁର ରେଲୱେ ଷ୍ଟେସନ ଗେଟ୍ ରାସ୍ତା ରେ ଅଳିଆ ଆବର୍ଜନା ହୋଇଥିବାରୁ ଶ୍ରୀ ବରାଳ ଦେଖି ମନରେ ଆଘାତ ଲାଗିବା ଦ୍ବାରା ଗ୍ରାମ ବାସିନ୍ଦାଙ୍କ ଭଲ ଲାଗି ସଫେଇ କାର୍ଯ୍ୟକ୍ରମ ଜାରିରଖିଛନ୍ତି ଏଥିସହ ଗ୍ରାମର, ଦିଲିପ ପ୍ରଧାନ,ନିର୍ମଲ ମହାନ୍ତି,ବିଶ୍ଵୋଜିତ ବରାଳ, ରୁଦ୍ରନାରାୟଣ ପ୍ରଧାନ, ରଂଜିତ ପ୍ରଧାନ, ବିଜୟ କୁମାର ବରାଳ ବାପୁନା ବରାଳ ସମିର ସାହୁ,ସିପୁନ ବରାଳ,କୈଳାସ ସାହୁ,କବି ମଲିକ, ରମେଶ ମଲିକ, ବିମ୍ବାଧର ମଲିକ ଷେତ୍ରବାସୀ ସାହୁ, ତ୍ରିଲୋଚନ ପ୍ରଧାନ ସମସ୍ତଙ୍କ ମିଳିତ ଉଦ୍ୟମ ରେ ସଫେଇ କାର୍ଯ୍ୟକ୍ରମ ଜାରିରହିଛି ଏବଂ ଶ୍ରୀ ବରାଳ ଙ୍କ ନେତୃତ୍ବରେ ଜେନାପୁର ପଞ୍ଚାୟତ ରେ କିଭଳି ଭାବେ ପ୍ରତ୍ୟେକ ଗ୍ରାମ ସଫେଇ କରିବେ ବୋଲି ଉଦ୍ୟମ ଜାରି ରଖିଛନ୍ତି
