ଦଶରଥପୁର କସପା ପଞ୍ଚାୟତର ଦରଘା ଠାରେ କାଣୀ ନଦୀର ବନ୍ୟା ଜଳ ମାଡ଼ରେ ଲୋକେ ବେହାଲ
ଯାଜପୁର/ଦଶରଥପୁର। (ନିପ୍ର)ରିପୋର୍ଟର:ଉତ୍ତମ କୁମାର ଦାସ ଭଞ୍ଜଦୂତ
ବୈତ୍ରଣି ନଦୀ ର କାଣିନଦୀ କସପା ପଞ୍ଚାୟତ ଠାରେ ନଦୀ ବନ୍ଧ ରାତି ତିନିଟା ବେଳେ ଭାଙ୍ଗି ଯାଇଥିବାରୁ ବନ୍ୟା ଜଳ ମାଡ଼ି ଯାଇଛି ସାଧାରଣ ଲୋକେ ଭୟ ଭିତରେ ଏବଂ ପାଣି ଘେରରେ ବୁଡି ରହିଥିବା ବେଳେ କିଛି ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ମହିଷୀ ଗୃହ ପାଳିତ ପଶୁ ଭାସି ଯାଇଛନ୍ତି ଓ କିଛି ଗୃହ ପାଳିତ ପଶୁ ଓଡ୍ରାପ ଟିମ ଓ ଅଗ୍ନିଶମ ସମ ବାହିନୀଙ୍କ ରିଶିକ୍ଯୁ ଅପରେସନ ମାଧ୍ୟମରେ ସୁରକ୍ଷିତ ଅବସ୍ଥା ରେ ଥିବାର ଜଣା ପଡିଛି ଏବଂ ପ୍ରଶାସନ ସହଯୋଗ ରେ କିଛି ଉଦ୍ଧାର କରାଯାଉଛି ତା
ସାହିତ ବୟସ୍କ ବୃଦ୍ଧ ଲୋକମାନଙ୍କୁ
ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି
ବନ୍ୟା ପାଣି ପ୍ରବଳ ସ୍ରୋତ ପ୍ରଭାବିତ ହେଉଛି ଆଜିକୁ ତିନି ଦିନ ହେଲାଣି ଲଗାଣ ବର୍ଷା ଜାରି ରହିଛି
ପ୍ରକୃତିର ତାଣ୍ଡବ କରୁଛି ବୈତ୍ରଣି ନଦୀ ତାର ଶାଖା କାଣି ନଦୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ମାଡ଼ ରେ ବେହାଲ
ନାଇଁ ନଥିବା ଅସୁବିଧା ରେ ପଡିଛନ୍ତି ୯ ଖଣ୍ଡ ପଞ୍ଚାୟତ ର ଗ୍ରାମ ବାସି ସହ ସହ ଏକର ଚାଷ ଜମି ମଧ୍ୟ୍ୟ ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇ ଥିବାର ଦେଖି ବାକୁ ମିଳୁଛି ଜନସାଧାରଣ ଙ୍କ କହିବା କଥା ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଚୁର ପରିମାଣର ଦିଆ ଯାଉଛି ଓ ପ୍ରଶାସନ ତରଫରୁ ସବୁ ପ୍ରକାର ସୁବିଧା ଯୋଗାଇ ଥିବାରୁ ପ୍ରଶାସନ ଙ୍କ ସମସ୍ତ ଅଧିକାରୀ ମାନଙ୍କୁ ଗ୍ରାମ ବାସୀ କୃତଜ୍ଞତା ଜଣାଇ ଛନ୍ତି
