ଜିଓ ନେଟୱର୍କ ପାଇଁ ହନ୍ତସନ୍ତ ମାଥିଲିବାସୀ: ଅଭିଯୋଗ ପରେ ବି ଶୁଣୁନି ଜିଓ, କରେଣ୍ଟ ଗଲେ ଗାଏବ ନେଟୱର୍କ!
ମାଥିଲି ଭଳି ଅଞ୍ଚଳରେ ଜିଓ ନେଟୱର୍କ ସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିଚାଲିଛି। ନେଟୱର୍କ ଉପରେ ନିର୍ଭର କରୁଥିବା ବହୁ ଲୋକ ଜିଓ ସିମ୍ ବ୍ୟବହାର କରୁଥିବା ବେଳେ ସାମାନ୍ୟ କରେଣ୍ଟ ବିଚ୍ଛିନ୍ନ ହେଲେ ନେଟୱର୍କ ଗାଏବ ହୋଇଯାଉଥିବା ଅଭିଯୋଗ ହେଉଛି।
ଏନେଇ ଗ୍ରାହକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜିଓ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଫଳରେ ଜରୁରୀ ଫୋନ୍ କଲ୍, ଅନଲାଇନ୍ କାର୍ଯ୍ୟ ଓ ଇଣ୍ଟରନେଟ୍ ସେବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।
ଏତେ ସଂଖ୍ୟକ ଗ୍ରାହକ ଜିଓ ଉପରେ ନିର୍ଭରଶୀଳ ଥିବା ସତ୍ତ୍ୱେ ନେଟୱର୍କ ବ୍ୟବସ୍ଥାରେ ସୁଧାର ନଆସିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗ୍ରାହକଙ୍କ ଅଭିଯୋଗ ଶୁଣିବ କିଏ? କରେଣ୍ଟ ଗଲେ ନେଟୱର୍କ କାହିଁକି ଗାଏବ ହେଉଛି?
ମାଥିଲି ରେ ଜିଓର ଜିଓ ନେଟୱର୍କ ପାଇଁ ହନ୍ତସନ୍ତ ମାଥିଲିବାସୀ: ଅଭିଯୋଗ ପରେ ବି ଶୁଣୁନି ଜିଓ, କରେଣ୍ଟ ଗଲେ ଗାଏବ ନେଟୱର୍କ!
ମାଥିଲି ଭଳି ଅଞ୍ଚଳରେ ଜିଓ ନେଟୱର୍କ ସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିଚାଲିଛି। ନେଟୱର୍କ ଉପରେ ନିର୍ଭର କରୁଥିବା ବହୁ ଲୋକ ଜିଓ ସିମ୍ ବ୍ୟବହାର କରୁଥିବା ବେଳେ ସାମାନ୍ୟ କରେଣ୍ଟ ବିଚ୍ଛିନ୍ନ ହେଲେ ନେଟୱର୍କ ଗାଏବ ହୋଇଯାଉଥିବା ଅଭିଯୋଗ ହେଉଛି।
ଏନେଇ ଗ୍ରାହକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜିଓ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଫଳରେ ଜରୁରୀ ଫୋନ୍ କଲ୍, ଅନଲାଇନ୍ କାର୍ଯ୍ୟ ଓ ଇଣ୍ଟରନେଟ୍ ସେବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।
ଏତେ ସଂଖ୍ୟକ ଗ୍ରାହକ ଜିଓ ଉପରେ ନିର୍ଭରଶୀଳ ଥିବା ସତ୍ତ୍ୱେ ନେଟୱର୍କ ବ୍ୟବସ୍ଥାରେ ସୁଧାର ନଆସିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗ୍ରାହକଙ୍କ ଅଭିଯୋଗ ଶୁଣିବ କିଏ? କରେଣ୍ଟ ଗଲେ ନେଟୱର୍କ କାହିଁକି ଗାଏବ ହେଉଛି?
ମାଥିଲି ଭଳି ଅଞ୍ଚଳରେ ଜିଓର ଏଭଳି ଦୁର୍ବଳ ନେଟୱର୍କ ବ୍ୟବସ୍ଥା କେବେ ସୁଧୁରିବ, ତାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି। ସମସ୍ୟା ପ୍ରତି ପ୍ରଶାସନ ଓ ଜିଓ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି।
୧: ମାଥିଲି ରେ ଜିଓର ମାନମନି:ଅଭିଯୋଗ ପରେ ବି ନିଦାବିଷ୍ଣୁ କର୍ତ୍ତୃପକ୍ଷ କରେଣ୍ଟ ଗଲେ ଗାଏବ ନେଟୱର୍କ !
୨: ଗ୍ରାହକଙ୍କ ଅଭିଯୋଗକୁ ଅଣଦେଖା:ମାଥିଲି ରେ ଜିଓ
ନେଟୱର୍କ ନାଁରେ କେବଳ ପ୍ରତିଶ୍ରୁତି!
୩: କରେଣ୍ଟ ଗଲେ ଜିଓ ବି ଗାଏବ: ମାଥିଲିବାସୀଙ୍କ ଦୁର୍ଦ୍ଦଶା ପ୍ରତି କାହିଁକି ଚୁପ୍ ଜିଓ କର୍ତ୍ତୃପକ୍ଷ?
୪:ଜିଓର ‘ସେବା’ କେଉଁଠି? କରେଣ୍ଟ ସହ ଗାଏବ ନେଟୱର୍କ, ଅଭିଯୋଗ ସତ୍ତ୍ୱେ ନିରବ କର୍ତ୍ତୃପକ୍ଷ!
୫:ମାଥିଲିରେ ଜିଓର ଦୁର୍ବଳ ସେବାକୁ ନେଇ ତୀବ୍ର ଅସନ୍ତୋଷ: ଗ୍ରାହକ ହଇରାଣ, କର୍ତ୍ତୃପକ୍ଷ ନିରବ!
୬: ଟଙ୍କା ନେଲା ବେଳେ 5 ଜି ଦେଲା ବେଳକୁ 4ଜି ଭି ଠିକ୍ ରେ ଆସୁନାହିଁ ।
୭: ରିଚାର୍ଜ ସାରି ବାକୁ ଦୁଇ ଦିନ ପୂର୍ବରୁ ଆପଣଙ୍କ ର ରିଚାର୍ଜ ସାରିଯିବ ନିର୍ବିଗ୍ନ ରେ ସେବା ପାଇଁ ବାକୁ ହେଲେ ତୁରନ୍ତ ରିଚାର୍ଜ କରନ୍ତୁ ର ଭୋୟସ ମେସେଜ ଆସିବା ଆରମ୍ଭ ହୋଇଯାଏ ।