
କୋରାପୁଟ…. ବିବାହ ଋତୁ ଚାଲିଛି ଆଉ ଏହି ବିବାହ ଋତୁ ରେ ବର ଯାତ୍ରୀ ଙ୍କର ଗୁରୁତ୍ୱ କାହିଁ ରେ କେତେ ପୁଣି ବର ଯାତ୍ରୀ ଙ୍କ ପାଇଁ ନାଚ ଗୀତ ର ଅlସର ନ ହେଲେ ନ ଚଳେ ଏମିତି ରେ ଲାଇଟ ଆଣ୍ଡ ସାଉଣ୍ଡ ର ଭୂମିକା ଗୁରୁତ୍ୱ ରହିଛି ବିକତାଳ ସାଉଣ୍ଡ ର ତlଳେ ତଳେ ବରଯାତ୍ରୀ ଙ୍କର ନାଚ ଟ୍ରାଫିକ ଜlମ ଠୁ ଧରି ଘରର ଛାତ ଦୋହଲି ଯିବା ଯାଏଁ ସାଧାରଣ ଜନତା ପାଇଁ ଏବେ ଅସହ୍ୟ ହୋଇଗଲାଣି l ସାଉଣ୍ଡବକ୍ସ ର ବିକତାଳ ରଡି ରେ ଗଗନବନ ପ୍ରକମ୍ଫତିତ ହେଉଛି l ଗୋଟେ ପଟେ ଶବ୍ଦ ପ୍ରଦୂଷଣ ରୋକିବାକୁ ଜିଲ୍ଲା ପ୍ରଶାସନ ର କୌଣସି ଉଦ୍ଧ୍ୟମ ନ ଥିଲା ବେଳେ ଏଥିପ୍ରତି ଆୟୋଜନ କରୁଥିବା ବରଯାତ୍ରୀ ବି ବେ ଲଗାମ ହୋଇଗଲେଣି l ଥାନା ଠୁ ଧରି ଉପଜିଲ୍ଲାପାଳ ଙ୍କ ଅଫିସ ବାହାଘର ର ବରଯାତ୍ରୀ ପାଇଁ ଅନୁମତି ପତ୍ର ପ୍ରଦାନ କରୁଥିବା ବେଳେ କିପରି ଭାବରେ ଏହି ବର ଯାତ୍ରୀ ଦଳ ନିୟମ ଉଲଘଂନ କରୁଛନ୍ତି ତାହା ହିଁ ସାଧାରଣ ରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍