
ବଡ଼ଚଣା (ଅମିତ ମହାନ୍ତି ) : ପବିତ୍ର ଶ୍ରାବଣ ମାସ ରେ ବଡ଼ଚଣା ବାସୀ କଂ ମଙ୍ଗଳ କାମନା କରି, ଚଣ୍ଡିଖୋଲ ସ୍ଥିତ ପ୍ରସିଦ୍ଧ ପଞ୍ଚ ଦେବତା ମହାବିନାୟକ କଂ ପୀଠରେ ରୁଦ୍ରାଭିଷେକ ଓ ପୂଜା ଅର୍ଚ୍ଚନା କରିଥିଲେ. ବଡ଼ଚଣା ର ଯୁବ ସମାଜସେବୀ ଶ୍ରୀଯୁକ୍ତ ମହେଶ୍ୱର ପରିଡା , ଏହି ପୂଜା ଅର୍ଚ୍ଚନା ରେ ତାଙ୍କ ସହ ସଧର୍ମିଣୀ ଯୋଗ ଦେଇଥିଲେ ମହା ପ୍ରଭୁ କଂ ଆଶ୍ରିବାଦ ଭିକ୍ଷା କରିଥିଲେ , ଏହି ଅବସରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରୁ 43ଗୋଟି ପଞ୍ଚାୟତ ରୁ ଶତାଧିକ ଶୁଭେଛୁ ଯୋଗ ଦେଇଥିଲେ, ଏହି ରୁଦ୍ରାଭିଷେକ କାଯ୍ୟକ୍ରମ ରେ ବିଭିନ୍ୟ ପଞ୍ଚାୟତ ର ନେତୃତ୍ୱ ନେଉଥିବା ଭରତ ଚନ୍ଦ୍ର ମହାପାତ୍ର, ସତ୍ୟ ରଞ୍ଜନ ନନ୍ଦ, ବିଧାନ ଚନ୍ଦ୍ର ସାମନ୍ତ ରାୟ, ଖଗେଶ୍ୱର ସାହୂ,ରତିକାନ୍ତ ବେହେରା, ବିଜୟୀ ସାହୂ, ପ୍ରଦୀପ ଧଳ,କିଶୋର ବାରିକ, ସୁବାସ ତ୍ରିପାଠୀ, ଧୂଳେଶ୍ଵର ଦାସ, କିଶୋର ଚନ୍ଦ୍ର ଲେଙ୍କା, ସାରଦା ବଳ,ଅମିତ ମହାନ୍ତି, ଶ୍ରୀ ନିବାସ ପାତ୍ର, ବିପିନ ବିଶ୍ୱାଳ ଯଯାତି ସାହୂ, ସଞ୍ଜୟ ଦାସ, ବିଜୟ ସିଂ, ସୁଧାଂଶୁ ରାଉତ,, ରାଜୀବ ମହାନ୍ତି, ନିର୍ମଳ ପଣ୍ଡା, ଯୋଗ ଦେଇଥିଲେ।