ନମସ୍କାର
ମୁଁ ସମାଜ ସେବୀ ଶ୍ରୀଯୁକ୍ତ ପଦ୍ମ ଲୋଚନ ନାୟକ
ପବିତ୍ର ଦୀପାବଳି ଓ କାଳୀପୂଜା ଅବସରରେ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଏହି ଆଲୋକ ମୟ ପର୍ବ ଆଜି ଦିନ ଠାରୁ ଆପଣଙ୍କ ଜୀବନ କୁ ଆଲୋକ ମୟ କରିବା ସହିତ ଶୁଖ , ଶାନ୍ତି. ଓ ନିରାମୟ ରେ ଜୀବନ ଅତିବାହିତ ହେଉ ଏହା ମା କାଳୀଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
