*ଛତିଶଗଡ଼ ବିଜାପୁର ଅଞ୍ଚଳ ର ମାଓ ନେତା ବାବା ରାଓ ଙ୍କ ନେତୃତ୍ୱରେ ୨୧ ଜଣ ମାଓବାଦୀ ଙ୍କ ଆତ୍ମସମର୍ପଣ,ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ, ପୋଲିସ ପକ୍ଷ ରୁ ଭବ୍ୟ ସ୍ୱାଗତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୩
ଛତିଶଗଡ଼ ବିଜାପୁର ଅଞ୍ଚଳ ର ମାଓ ନେତା ବାବା ରାଓ ଙ୍କ ନେତୃତ୍ୱରେ ୨୧ ଜଣ ମାଓବାଦୀ ଙ୍କ ଆତ୍ମସମର୍ପଣ,ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇଛନ୍ତି। ଛତିଶଗଡ଼ ପୋଲିସ ପକ୍ଷ ରୁ ଭବ୍ୟ ସ୍ୱାଗତ କରିଥିବା ବେଳେ ତାଙ୍କ ଏହି ପଦକ୍ଷେପ ପାଇଁ ସ୍ୱର୍ଗତ ସମ୍ବର୍ଦ୍ଧନା କରିଛନ୍ତି।
