*ନୂଆପଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ରୂପେ ତୃତୀୟ ଥର ପାଇଁ କ୍ଷିତିଶ ଅଶୋକ ବୋଧନଙ୍କର ସଭାପତି ପ୍ୟାରୀ ଲାଲ ଦେବାଙ୍ଗନ ସମ୍ପାଦକ ରୂପେ ମନୋନୀତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୩. *
ନୂଆପଡ଼ା ଜିଲ୍ଲା ଓକିଲ ସଂଘ ନିର୍ବାଚନ ନିର୍ଦ୍ୱନ୍ଦରେ ବିଜୟୀ। ସଭାପତି ରୂପେ ତୃତୀୟ ଥର ପାଇଁ କ୍ଷିତିଶ ଅଶୋକ ବୋଧନଙ୍କର ଏବଂ ସମ୍ପାଦକ ରୂପେ ପ୍ୟାରୀ ଲାଲ ଦେବାଙ୍ଗନ ମନୋନୀତ ହୋଇଛନ୍ତି। ସେହିପରି ଉପସଭାପତି ରୂପେ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଯୁଗ୍ମ ସମ୍ପାଦକ ରୂପେ ନିତା ବାଗ ଏବଂ କୋଷାଧ୍ୟକ୍ଷ ରୂପେ ଯୋଗେଶ କୁମାର ସାହୁ ମନୋନୀତ ହୋଇଅଛନ୍ତି।
