*ଧର୍ମଗଡ କଳାହାଣ୍ଡି ଜିଲ୍ଲାର ଜଣେ ପ୍ରତିଷ୍ଠିତ ଡାକ୍ତର ଡଃ.ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ୮୦ ବର୍ଷ ରେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ, ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୦.୦୩.
କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ରହି ନିଜ ଜୀବନରେ ଡାକ୍ତର ସେବା ପ୍ରଦାନ ପାଇଁ ପ୍ରତ୍ୟେକ ଦିନ ଭବାନୀପାଟଣା ଠାରେ ଧର୍ମଗଡ କୁ ଯାଉଥିଲେ। ଡାକ୍ତର ଡଃ.ହରିଶ୍ଚନ୍ଦ୍ର ପ୍ରଧାନଙ୍କ ୮୦ ବର୍ଷ ରେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଅଛି। ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜାଣିଥିବା ବେଳେ ସଡ଼କ ଦୁର୍ଘଟଣା ରେ ଟ୍ରକ୍ ପଛ ପେଟ ତାଙ୍କ କାର ଟି ପିଟି ହୋଇଥିଲା।୨୬ ନମ୍ୱର୍ ଜାତୀୟ ରାଜପଥ ବଳଧିଆମାଲ ପେଟ୍ରୋଲ ପମ୍ପ ଛକ ଠାରେ ତାଙ୍କ ଦୁର୍ଘଟଣା ହୋଇଥଲା। ଦୁର୍ଘଟଣା ପରେ ତାଙ୍କ ଉଦ୍ଧାର କରିବା ବେଲ କୁ ଘଟଣା ସ୍ଥଳ ରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସେବା ପାଇଁ ଅଞ୍ଚଳ ବାସୀ ବେଶୀ ଦୁଃଖିତ,। ଡଃ. ପ୍ରଧାନଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ଅଟେ ବୋଲି ଅଞ୍ଚଳବାସୀ ପକ୍ଷ ରୁ ପ୍ରକାଶ କରିଛନ୍ତି।
