ଓଡ଼ିଶା ଡିଜିଟାଲ ମିଡିଆ ମହା ସଙ୍ଗ ତରଫରୁ ବରୀ ବ୍ଲକ ଅନ୍ତର୍ଗତ କିମ୍ଭୀରିଆ ପାଳ,ବାଇସିରିଆ ଗ୍ରାମରେ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ
ରିପୋର୍ଟ୍ _ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କିମ୍ଭିରିଆପାଳ ,ଓ ବାଆଁସିରିଆ ଗ୍ରାମରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଙ୍ଗ ତରଫରୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଗୈାରାଙ୍ଗ ଚରଣ ମହି, ଯାଜପୁର ଜିଲ୍ଲା କୋଡ଼ି ନେଟର ହେମନ୍ତ କୁମାର ନାୟକ,ପ୍ରଭାସ ଜ୍ୟୋତି ମହାନ୍ତିଙ୍କ ଉପସ୍ଥିତି ରେ ବନ୍ୟା ପିଡିତ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଯାହାକି ସ୍ବାଗତଯୋଗ୍ୟ ପ୍ରଦଯେପ, ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ,ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗ କରିଥିଲେ ରଞ୍ଜିତ ମହାନ୍ତି,ଦେବବ୍ରତ ପରିଡ଼ା, କାଳନ୍ଦୀ ଘଡାଇ, ହରେକୃଷ୍ଣ ମହାନ୍ତି ଏବଂ ଆହୁରି ଅନେକ ସ୍ଵୋଛାସେଵୀ ସହଯୋଗ କରିଥିଲେ।
