“ଲଗାଣ ପ୍ରବଳ ବର୍ଷା ଯୋଗୁଁ ଫସିରହିଥିବ ଜୟପାଟଣା ବ୍ଲକ ଅନ୍ତର୍ଗତ ଭିତରପଣ୍ଡି ଗ୍ରାମବାସୀଙ୍କୁ ପ୍ରଶାସନ, ଓଡ଼୍ରାଫ୍ ଓ ଅଗ୍ନିଶମ ଉଦ୍ଧାରକାରୀ ଦଳଙ୍କ ସହାୟତା ରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଜିଲ୍ଲାପାଳ କଳାହାଣ୍ଡି, ଜିଲ୍ଲା ବନଖଣ୍ଡ ଅଧିକାରୀ, ଉପ-ଜିଲ୍ଲାପାଳ ଧର୍ମଗଡ଼, ବିଡିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ…
ଲଗାଣ ପ୍ରବଳ ବର୍ଷା ଯୋଗୁଁ ଫସିରହିଥିବ ଜୟପାଟଣା ବ୍ଲକ ଅନ୍ତର୍ଗତ ଭିତରପଣ୍ଡି ଗ୍ରାମବାସୀଙ୍କୁ ପ୍ରଶାସନ, ଓଡ଼୍ରାଫ୍ ଓ ଅଗ୍ନିଶମ ଉଦ୍ଧାରକାରୀ ଦଳଙ୍କ ସହାୟତା ରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ କଳାହାଣ୍ଡି, ଜିଲ୍ଲା ବନଖଣ୍ଡ ଅଧିକାରୀ, ଉପ-ଜିଲ୍ଲାପାଳ ଧର୍ମଗଡ଼, ବିଡିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ.
·ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଉଦ୍ଧାର ହୋଇଥିବା ଗ୍ରାମବାସୀଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରହିବା ସହିତ, ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଅଛି।
