ଲୋନ ଓ ଚାକିରୀ କରିଦେବନାରେ ମହାଦୁର୍ନୀତି ରାକେଟ ଚାଲିଛି
ବାଲେଶ୍ୱର ଏକ ପ୍ରଗତି ଓ ଶାନ୍ତିପିରିୟ ଜିଲ୍ଲା କିନ୍ତୁ ଏଟାରେ କିଛି ଅସାମାଜିକ ଯୁବକ, ଯୋଉ ମାନଙ୍କ କିଛି ନାହିଁ ସେହି ମାନଙ୍କ ର ଏହି କାମ ! ସେ ମାନଙ୍କ ବାପ ଇନକମ ଓ ଲକୋଙ୍କ ଗାଣ୍ଡିମାରି ଲୋନ, ଚାକିରୀ, ଚୋରି, ଛୀନଥାଇ ଏହି ସବୁ କରି ବଞ୍ଚିବା
ଏହା ସେମାଙ୍କର ନୀତି ଦିନିଆଁ କାମ
ଲୋନ କରିଦେବାକୁ କହି ଜଳେଶ୍ୱର ବ୍ଲକ ଟେଗୋରି ଗ୍ରାମର ଯୁବକ,ଭୋଗରାଇ ବ୍ଲକ ବାଟଗ୍ରାମ ଯୁବକ ଲୋକଙ୍କୁ ଟୁ 30000 ରୁ 50000 ଟଙ୍କା ନେଉଛନ୍ତି !ସେହି ଟଙ୍କା ବ୍ୟାଙ୍କ ଅପିସର ଏ ଟାଉଟର ମିସି କାଉଛନ୍ତି! ଏ ଟାଉଟର ମାନଙ୍କ ର ବିରାଟ ରାକେଟ ରହିଛି ନିଶାଦ୍ରବ୍ୟ, ଜୁଆ, ଟିକଟରେ ହାତ ରହୁଛି!ଯୋଉ ମାନଙ୍କ ଲୋନ ହେଉନି ସେ ମାନେ ଟଙ୍କା ମାଗିଲାକୁ ଏ ଟାଉଟର ମାନେ ସେ ଲୋକମାନକୁ ଜୀବନ ରୁ ମାରି ଦେବାର ଦମକ ଦେଉଛନ୍ତି ଏହାର କାରଣ ପୋଲିସ ଏଟାରେ ନୀରବ ସାଜିଛି ବାଲେଶ୍ୱର ଜିଲ୍ଲା ଓ ଜଳେଶ୍ୱର ବ୍ଲକ ରେ ମହାଦୁର୍ନୀତି ଚାଲିଛି ଏହାର ସମାଦାନ କରିବା ପାଇଁ ଜନସାଦରଣ କରିଛନ୍ତି ଜିଲ୍ଲା ପାଳ ଙ୍କ ନିକଟରେ Mass Media ଜରିଆରେ
ଚାକିରୀ କରିବନାରେ ବାଲେଶ୍ୱର ସଦେବଖୁଣ୍ଟା ଇଲେଟ୍ରିକ ଅଫିସ ରେ ମହାଦୁର୍ନୀତି!
ସଦେବଖୁଣ୍ଟା ଇଲେଟ୍ରିକ ଅଫିସ ରେ ଅଫିସର ଓ କିଛି କର୍ମ ଚାରି ଗରିବ ପିଲାଙ୍କୁ ଚାକିରୀ କରିଦେବେ କହି ଜଣଙ୍କ ପିଛା 1ଲାଖ ନେଇଛନ୍ତି ସେଇ ଗରିବ ପିଲା ମାନେ ଚାକିରୀ କରିବା ଦୁର କଥା ଟଙ୍କା ମାଗିବାରୁ ଜୀବନ ରୁ ମାରି ବାର ଦମକ ଦେଉଛନ୍ତି ଆଉରି କୋଉଛନ୍ତି ଆମର କେହି କିଛି କରିପାରବନି
ଆମ ହାତ ନେତା ପୋଲିସ ଅଛନ୍ତି
ଏହି ସବୁ କାମରେ ଯୋଉ ମାନେ ଲିପ୍ତ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟକାରି କରାଯାଉ
