
କୋରାପୁଟ….ପୋଲିସ ପଡିଆରେ ଆଜି କୋରାପୁଟ ଜିଲ୍ଲାବାସୀ 76ତମ ଜନରାଜ୍ୟ ଦିବସ ପାଳନ କରୁଛନ୍ତି l ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ରେ ଅଭିଭାଦନ ଗ୍ରହଣ କରିଥିଲେ l ଓ ନିଜର ଅଭିଭାଷଣ ରେ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କର ଜନଭିମୁଖୀ କାଯ୍ୟ ଗୁଡିକର ଅବତାରଣା କରିଥିଲେ l ଜାତୀୟ ଶିକ୍ଷା ନୀତି କୁ ରାଜ୍ୟ ସରକାର ରାଜ୍ୟ ରେ ଗୁରୁତ୍ୱ ଦେବାସହତିନି ବର୍ଷ ର ବୟସ ପିଲାମାନେ ବଟିକାଶ୍ରେଣୀ ରେ ଜଏନ କରିବେ ବୋଲି କହିଥିଲେ l ଗୌଦାବରୀଶ ଯୋଜନା ରେ ପଞ୍ଚାୟତ ସ୍ତରୀୟ ବିଦ୍ୟାଳୟ ଗଠନ ହେବା ସହ ଚାରି ରୁ ପାଞ୍ଚ କୋଟି ଟଙ୍କା ବିଦ୍ୟାଳୟ ଗୁଡିକର ଉନ୍ନତି କ୍ଷେତ୍ରରେ ଲାଗୁକରାଯିବ ବୋଲି କହିଥିଲେ l ବର୍ତମାନ ସୁଦ୍ଧା 80ଲକ୍ଷ ମହିଳା ସୁଭଦ୍ରା ଯୋଜନା ରେ ଉପକୃତ ହୋଇଥିବା ବେଳେ ଆଉ 20ଲକ୍ଷ ସାମିଲ ହେବେ ବୋଲି କହିଥିଲେ ହେଲଥ କ୍ଷେତ୍ରରେ ଆଉ ପାଞ୍ଚ ହଜାର ନୂତନ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିବା ସହ 28ହଜାର ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କହିଥିଲେ ରାୟଗଡା ରେ ନୂତନ ରେଳ ଡିଭିଜନ ଏବଂ ରlୟପୁର ରୁ ବିଶାଖାପାଟଣା ଭାରତ ମାଳା ରାସ୍ତା ରାଜ୍ୟ ସରକାର ଙ୍କର ଏକ ଯୁଗାନ୍ତ କାରୀ ପଦକ୍ଷେପ ବୋଲି କହିଥିଲେ l ବିଭିନ୍ନ ବିଦ୍ୟାଳୟ ର ପିଲାମାନେ ସଂକୃତିକ କାଯ୍ୟକ୍ରମ ପରିବେଷଣ କରିଥିବା ବେଳେ କୃତୀ ପ୍ରତିଯୋଗୀ ଙ୍କୁ ମୂଖ୍ୟ ଅତିଥି ସମେତ ନିମନ୍ତ୍ରିତ ଅତିଥି ପୁରସ୍କୃତ କରିଥିଲେ l କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍