*ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଶ୍ଵ ପଟଳ ରେ ଶିକ୍ଷା ପାଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିସ ମହାବିଦ୍ୟାଳୟର ଆନୁକୁଲ୍ୟ ରେ ଏକ ମିନି ମାରାଥନ ଦୌଡ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ଆମ୍ବେଦକର ଛକ ଠାରୁ ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଶ୍ଵ ପଟଳ ରେ ଶିକ୍ଷା ପାଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିଥିବା କିସ ମହାବିଦ୍ୟାଳୟର ଆନୁକୁଲ୍ୟ ରେ ଏକ ମିନି ମାରାଥନ ଦୌଡ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ(ବିଧାୟକ ଖଡିଆଳ)
ସ୍ବୟଂଶାସିତ ଖଡିଆଳ ମହାବିଦ୍ୟାଳୟ(ଅଧ୍ୟକ୍ଷ)ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା,ଶ୍ରୀଯୁକ୍ତ ନିମାଇଁଚରଣ ତାଣ୍ଡି, ଶ୍ରୀଯୁକ୍ତ କୁନୁ କରୁଆ (ସମ୍ବାଦିକ କଳିଙ୍ଗ ଟିଭି)ଶ୍ରୀଯୁକ୍ତ ସରୋଜ କୁମାର ଶବର ( ଶିକ୍ଷକ ତଥା ଜିଲ୍ଲା ସଂଯୋଜକ କିସ )ଶ୍ରୀଯୁକ୍ତ ଖେମସିଂ ମାଝୀ( ଅଧ୍ୟାପକ ତଥା ପୂର୍ବତନ ଛାତ୍ର କିସ ମହାବିଦ୍ୟାଳୟ)ଶ୍ରୀଯୁକ୍ତ ମନୋଜ ମାଝୀ ଅଧ୍ୟାପକ( କିସ ମହାବିଦ୍ୟାଳୟ) ଶ୍ରୀଯୁକ୍ତ ଉପେନ୍ଦ୍ର ବଂଜାରା( ଅଧ୍ୟାପକ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ବୋଡ଼େନ)
ଶ୍ରୀଯୁକ୍ତ ଦିଗାମ୍ବର ନାୟକ( ସହ ଅଧ୍ୟାପକ ସିଟି କଲେଜ ଭବାନିପାଟଣା) ଶ୍ରୀଯୁକ୍ତ ଦିଗାମ୍ବର ମାଝୀ (ଶିକ୍ଷକ ନୁଆ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଶ୍ରୀଯୁକ୍ତ ଭାନୁ ପ୍ରତାପ ମାଝୀ (ଜିଲ୍ଲା ପରିଷଦ ସଭ୍ଯ ନୁଆପଡା)ଶ୍ରୀଯୁକ୍ତ କରୁଣା ଶଙ୍କର ମାଝୀ (ଖଡିଆଳ ବ୍ଳକ ଗୋଁଣ୍ଡ ସମାଜ ସଭାପତି)ଶ୍ରୀଯୁକ୍ତ ସୁମନ ଖୁଜୁର (ଏସ ଡି ପି ଓ ବିଦ୍ୟୁତ ବିଭାଗ ଖଡିଆଳ)ଶ୍ରୀଯୁକ୍ତ ଘନ ଶବର (ଅଧ୍ୟାପକ ତୁରେକେଲା ମହାବିଦ୍ୟାଳୟ)ଶ୍ରୀଯୁକ୍ତ ପରମାନନ୍ଦ ଭୋଇ ଓ ଶ୍ରୀମତୀ ପିଙ୍କି ମାଝୀ ପୁରାତନ ଛାତ୍ର ଛାତ୍ରୀ କିସ ମହାବିଦ୍ୟାଳୟ।ଯୋଗଦେଇ ଏହି କାର୍ଯ୍ଯକ୍ରମ କୁ ସଫଳ ମଣ୍ଡିତ କରିଥିଲେ। ଏହି କାର୍ଯ୍ଯକ୍ରମ ରେ ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଗାନ୍ଧୀ କଲେଜ ର ଛାତ୍ର ଛାତ୍ରୀ ଯୋଗଦେଇଏହି କାର୍ଯ୍ଯକ୍ରମ କୁ ସଫଳ ମଣ୍ଡିତ କରିଥିଲେ।
