ଉପଖଣ୍ଡ ସାମ୍ବାଦିକ ସଂଘ ଓ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ଓ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଂଘ ର ସଭାପତି ଶୁଭମୟ ନନ୍ଦ ଓ ସମାଜ ପାଠକ ବିଚାର ମଞ୍ଚ ର ସଭାପତି ଜ୍ଞାନ ରଞ୍ଜନ ମିଶ୍ର ପତାକା ଉତୋଳନ କରି ଉଦବୋଧନ ଦେଇଥିଲେ l ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ
କାମାକ୍ଷାନଗର ରୁ ଧର୍ମାନନ୍ଦ ସେଠି ଙ୍କ ଖବର
