77 ତମ ସାଧାରଣତନ୍ତ୍ର ଦିବସ ସାରସକଣାବ୍ଲକ ବିଜେଡ଼ି ର ପାଳନ****26/1( ନି ପ୍ର)
ଝାରପୋଖରିଆ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବା ସହିତ ନିକଟସ୍ଥ ଶିର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିସ୍ୱାଧିନ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ସହିତ ଫଳ ବଣ୍ଟନ ହୋଇଥିଲା। ଏଥିରେ ବ୍ଲକ ସଭାପତି ମଣି ଶଙ୍କର ବାରିକ,ଯୁବ ନେତା ରାଧାକୃଷ୍ଣ ହାଁସଦା, ମୟୂରଭଞ୍ଜ ୨ ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସତ୍ୟଜିତ ଦତ୍ତ,ବରିଷ୍ଠ ନେତା ଅଜୟ ମଣ୍ଡଳ,କ୍ଷେତ୍ରମୋହନ ବେହେରା,କୁଞ୍ଜବିହାରୀ ସେଠୀ,ବଡ ବାବୁ ସି, ଭବତରଣ,ଟୁଲୁ ମହାପାତ୍ର,ବିନୟ ଭୋଳ,ବିଶିକେଶନ ଗିରି,କୁମାର ପାତ୍ର ,ସାଗର ନାଏକ, ଟିନା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
