ବାଲେଶ୍ଵର ବିଜେଡ଼ି କାହାର!
ରବିନ୍ଦ୍ର ଜେନାଙ୍କର ନା ଟୁକୁନା ବାବୁଙ୍କର! ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ!
ଟୁକୁନା ବାବୁ ରବି ବାବୁଙ୍କର ଚେଲା ସାରା ବାଲେଶ୍ଵର ଜାଣିଛ। ରବି ବାବୁଙ୍କ ଦୟାରେ ଟୁକୁନା ବାବୁ ଏମ ଏଲ ଏ ହେଇଥିବା କାହାକୁ ଅଛପା ନାହିଁ। କିନ୍ତୁ ଏମ ଏଲ ଏ ହେବା ପରେ ଗୁରୁଙ୍କ କଥା ମନେପଡ଼େ ନାହିଁ, ଏ ବି ଏକ ସାଧାରଣ କଥା। କିନ୍ତୁ ଗୀତାରେ ଅଛି ଗୁରୁ ନ ଧ ଧରି ଅର୍ଜୁନ କାହିଁ ପାଇବେ ସଦଞାନ! ଜଣେ ହାରିବା ସାଂସଦ ପ୍ରାର୍ଥୀ, ଆଉ ତିନି ହାରିବା ବିଧାୟକ ପ୍ରାର୍ଥୀଙ୍କ ଦିଗ ଉପରେ ବଡ଼ ପ୍ରଶ୍ନବାଚୀ! ବିଶେଷ କରି ନିଜକୁ ନିଜେ ନଷ୍ଟ କରିବା କଥା ସାଧାରଣରେ ଚର୍ଚ୍ଚା ଶୁଣିବାକୁ ମିଳୁଛି। ୱାର୍ଡ଼ ମେମ୍ବର ରୁ ଏମ ଏଲ ଏ, ପୁଣି ଏବେ ଟୁକୁନା ବାବୁଙ୍କ ଆଶା ଆଉ ସାଧାରଣ ଲୋକେ ଗ୍ରହଣ କରିବା କଷ୍ଟ! କର୍ମୀ ଆଉ ନେତା ବଡ଼ ଫରକ ରହିଥିଲେବି ସମୟ!
