ଅବସର ପ୍ରାପ୍ତ ଯବାନ ଦେଶର ରକ୍ଷକ |ଶ୍ରୀ ଦେବାନନ୍ଦ ଜେନା ଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ବରଣ କରି ଥିବା ହେତୁ ଏହି ଅଞ୍ଚଳ ରେ ଏକ ଶୋକ ର ଛାୟା ଖେଳି ଯାଇଛି। ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ସାଙ୍ଗ ସାଥି ତରଫରୁ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବାନ ନିକଟରରେ ପ୍ରାଥନା କରିଛନ୍ତି।