ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ୧.୫ ବର୍ଷର . କୁନି ଝିଅ କୃତି (ଭବାନୀପାଟଣା ରମେଶଅଗ୍ରୱାଲ.:ନିପ୍ର):- କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର କୁନି ଝିଅ କଶିଶ ଅଗ୍ରୱାଲ ମାତ୍ର ୧୮ ବର୍ଷ ବୟସରେ ପ୍ରଥମ ଛୋଟ ବୟସ ଶିଶୁ ଭାବେ ଇଂଲିଶା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି।
ଭବାନୀପାଟଣା ନଗର କଲୋନୀରେ ସ୍ଥାପିତ ରହୁଥିବା ଶ୍ରୀମତୀ ଆଶା ଅଗ୍ରୱାଲ ଓ କମଲ ବଂଶୀଲାଲଙ୍କ ଝିଅ କଶିଶ ଏକ ବର୍ଷ ମାତ୍ର ବୟସରୁ ଏହି ଶିଶୁ କଥା କହିବା ତେଜ ଉଚ୍ଚାରଣ କରି ଚାଲି ନ ଜାଣିବା ବୟସରେ ବି ସେ କବିତା ରେ ୩୦ ଜଣାଶୁଣା ପୁସ୍ତକ, ଗୀତ ପଢ଼ି ଏବଂ ସପ୍ରଷ୍ଟ ଭାବରେ ଦିନଚର୍ଯ୍ୟା ମନେ ପକାଇବା, ଗାୟତ୍ରୀ ମନ୍ତ୍ର ପାଠ କରିବା, ୧୭ଟି ଗୀତ ଗାଇବା, ଭଗବାନ ହନୁମାନଙ୍କ ଉପରେ ୩ଟି ପ୍ରଶ୍ନ ଉତ୍ତର ଦେବା କ୍ଷମତା କଳାପରେ ସେ ନିଜର ନାମ ଇଂଲିଶା ବୁକ୍ ଅଫ୍ ରେକର୍ଡରେ ପତିବା ସଫଳ ହୋଇଛନ୍ତି।
ଏଭଳି ପ୍ରତିଭା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ କୁନି ଝିଅର ପରିବାରକୁ ଶୁଭେଚ୍ଛାର ଧାରା ଛୁଟିଛି।
