ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ୨୦୨୫ ।
—————————————
ବାଙ୍ଗିରିପୋଷି କୁମ୍ଭାରମୁଣ୍ଡାକଟା ରୁ ନି:ପ୍ର ସତ୍ୟବ୍ରତ ସେଠୀ ।
ବାଙ୍ଗିରିପୋଷି ବ୍ଳକ୍ ଅନ୍ତର୍ଗତ କୁମ୍ଭାରମୁଣ୍ଡାକଟା ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଗତ କାଲି ଉଦଘାଟିତ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଜଟିଆ ମହାନ୍ତ (ଜଟିଆ ଭାଇ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି। ଏଥିରେ ସ୍କୁଲ ର ସମସ୍ତ ଅପା ଭାଇ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଏଠାରେ କୁନି କୁନି ପ୍ରତୀଭା ମାନଙ୍କ ଦ୍ବାରା ଡ୍ରାମା ମହା ଦାନି କର୍ଣ୍ଣ ଗିତିନାଟ୍ୟ ପରିବେଷଣ କରାଯାଇଥିଲା। ଏହି ଅନୁଷ୍ଠାନ ଟି ୧୭ ଜୁଲାଇ ୧୯୮୦ ଠାରୁ ଆରମ୍ଭ ହୋଇ ଆଜି ୪୫ ରେ ପହଞ୍ଚି ପାରିଛି ।
ବାଙ୍ଗିରିପୋଷି କୁମ୍ଭାରମୁଣ୍ଡାକଟା ରୁ ସତ୍ୟବ୍ରତ ସେଠୀ ଙ୍କ ରିପୋର୍ଟ
