ଶିକ୍ଷକଙ୍କର ପରଲୋକ
ଯାଜପୁର/ବିଞ୍ଝାରପୁର/(ନିପ୍ର )ରିପୋର୍ଟର ସରୋଜ କୁମାର ଧଳ ଭଞ୍ଜଦୂତ ଖବର
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ନିକଟସ୍ତ କଣ୍ଟିପୁର ଗ୍ରାମ ନିବାସୀ ଶ୍ରୀ ଯୁକ୍ତ ବୈଲୋଚନ ସାମଲ ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ବହୁ ଉଚ୍ଚ କୋଟିର ଶିକ୍ଷକ ଜଣେ ଥିଲେ ତାଙ୍କ ଜୀବନୀ କାଳରେ ସେ କେତେ ଯେ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ତାହା ହିସାବ ନାହିଁ ସେ ବହୁ ନିଆରା ଢଙ୍ଗରେ ଶିକ୍ଷକ ଙ୍କ ଭଳିଆ ଶିକ୍ଷକ ଜଣେ ଥିଲେ କିଛିଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା ଆଜି ସନ୍ଧ୍ୟା ୬. ୩୦ମିନିଟ ରେ ସେ ଇହ ଧାମ ତ୍ୟାଗ କରିଛନ୍ତି |ତାଙ୍କ ବିୟୋଗ ନେଈ ତାଙ୍କ ପରିବାର ବର୍ଗ ଓ ବନ୍ଧୁଜନ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଛନ୍ତି ଓ ପରିବାର ବର୍ଗ ଙ୍କ କହିବା କଥା ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ
