କି ଆଭାବ ହେଲା ଯେ ଅତ୍ୟାଧିକ ନିମ୍ନ ମାନର ରାସ୍ତା କାମ
ଯାଜପୁର ଜିଲ୍ଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଫିସ ଗୋପାଳପୁର ସବ୍ ଅଫିସ ଅଧିନରେ ଥିବା ଜଣାପଡିଛି କିନ୍ତୁ ଏଠି କୋଣସି ସୁଫଳ କାମ ନ ହୋଇଥିବା ଜଣାପଡିଛି ଏବଂ ପୂର୍ତ୍ତ ବିଭାଗ ଅଫିସର ଏଠି ଦେଖିବାକୁ ମିଳିନାହିଁ ତାହା ହେଲେ ବର୍ତମାନ ସମୟରେ କାମ ଯେଉଁ କନ୍ଟ୍ରାକଟର ଚାହିଁବେ ସେ ହିସାବ ରେ ହେବ ଏଠି କୋଣସି ଅଫିସର କଥା ଶୁଣିବାର ନାହିଁ ଏହା ଅତ୍ୟନ୍ତ ଦୁଃଖ ବିଷୟରେ ଶୁଣିବା କୁ ମିଳିଛି ଜେନାପୁର ବାସିନ୍ଦାଙ୍କର ରାସ୍ତା କାମ ଏତେ ନିମ୍ନ ମାନର କାମ ଯେ କରୁଛନ୍ତି ଯେ ନ କହିବାଟା ଭଲ ହେବ ଏବଂ ଜେନାପୁର କଲେଜ ଛକ ଠାରୁ ଆରମ୍ଭ କରି ଜେନାପୁର ଷ୍ଟେସନ ବଜାର ରେ ମଧ୍ୟ ଶୁଣିବାକୁ ମିଳେ ଯେ ଭଲ କାମ ହୋଇନାହିଁ ଏହା ଏକ ସାଧାରଣ ରେ ବୋହୁ ଚର୍ଚ୍ଚା ର ବିଷୟ ହୋଇପଡିଛି ଏବଂ ଏହା ପୂର୍ତ୍ତ ବିଭାଗ ଅଫିସର ମହୋଦୟ ମାନଙ୍କୁ ଅନୁରୋଧ ଏହାକୁ ତୁରନ୍ତ ତଦନ୍ତ କରି ରାସ୍ତା କାମ କୁ ଭଲ କାମ କରିବାକୁ ଗ୍ରାମ ବାସୀଙ୍କ କହିବା କଥା ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହେଇ ବାକୁ ପଛାଈ ବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି | ଧର୍ମଶାଳାରୁ କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର |
