*ଅଭିନବ ଉପାୟରେ ସ୍ମୃତି ଙ୍କ ଗୀତ, ଗୀତରେ ଗୁହାରୀ ଜିଲ୍ଲାପାଳଙ୍କୁ କରିଥିଲେ, ଆଜି ଜିଲ୍ଲାପାଳ ସ୍ମୃତି ଙ୍କ ଘରକୁ ଯାଇ ସହାୟତା ରାଶି ଚେକ୍ ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୭.୦୪.
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜଣେ ସାହିତ୍ୟ ପ୍ରେମୀ, ଓଡ଼ିଆ ଭାଷାକୁ ଭଲ ପାଉଥିବା ମଣିଷ,। ତେଣୁ ଜଣେ ଚାଷୀଙ୍କ ଝିଅ ଗୀତରେ ଗୀତରେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଉଛ ଶିକ୍ଷା ପାଇ। ବୋଡ଼େନ ବ୍ଲକ ସୁନାପୁର ଗାଁର ସ୍ମୃତି ସୁନାନୀଙ୍କ ଘାରକୁ ଆଜି ଜିଲ୍ଲାପାଳ ପହଞ୍ଚି ତାଙ୍କୁ ସହାୟତା ରାଶି ଚେକ୍ ପ୍ରଦାନ କରିଥିଲେ l ଉପ ଜିଲ୍ଲାପାଳ ସୁରମି ସୋରେନ ମଧ୍ୟ ଉପସ୍ଥିତ ଥିଲେ l ଅର୍ଥାଭାବ ଯୋଗୁଁ ସେ +୨ ପାଠ ପଢି ପାରୁନାହାନ୍ତି ବୋଲି ଗୀତରେ ଉଲ୍ଲେଖ କରିଥିଲେ l ଜିଲ୍ଲାପାଳଙ୍କୁ ସ୍ମୃତି ସୁନାନୀଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ଉଚ୍ଚ ଶିକ୍ଷା କାମନା କରି ଆର୍ଥ ପାଇଁ କୌଣସି ବିଦ୍ୟାର୍ଥୀଙ୍କ ଶିକ୍ଷା ବନ୍ଦ ହେବ ନାହିଁ।l ପ୍ରଶାସନ ର ଏହି ପଦକ୍ଷେପ ନିଶ୍ଚିତ ରୁପ ତାଙ୍କ କାର୍ଯ୍ୟ ଦକ୍ଷତା ଏବଂ ସହାୟତା ମିଳି ପାରିଛି। ଏହି ଭଳି ଖଡ଼ିଆଳ ଆମ୍ବେଦକର ପଡ଼ା ଛାତ୍ର ପାଇଁ ୧୮ ହଜାର, ମୃତ ସାମ୍ବାଦିକ ଝିଅ ଙ୍କ ଉଚ୍ଚ ଶିକ୍ଷା ପାଇଁ ଦୁଇ ବର୍ଷ ୨୧ ହଜାର ଆଦିମ ଜନଜାତି ୩ ଜଣ ଭୁଞ୍ଜିଆ ଝିଅ ଙ୍କ ପାଇଁ ସହାୟତା କରିଛନ୍ତି।
