*ନୂଆପଡା ଉପ ନିର୍ବାଚନ ରେ ତିନି ପ୍ରମୁଖ ଦଳ ତାଙ୍କ ପ୍ରଚାର ଜୋର କରୁଥିବା ବେଳେ ଜାତୀୟ କଂଗ୍ରେସ ମଧ୍ୟ ତାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଷ୍ଟାର ପ୍ରଚାରକ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ତିନି ପ୍ରମୁଖ ଦଳ ତାଙ୍କ ପ୍ରଚାର ଜୋର କରୁଥିବା ବେଳେ ଜାତୀୟ କଂଗ୍ରେସ ମଧ୍ୟ ତାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଷ୍ଟାର ପ୍ରଚାରକ। ଉପ ନିର୍ବାଚନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ୪୦ ଜଣ ପୂର୍ବତନ ବିଧାୟକ , ସାଂସଦ ଯୋଗ ଦେବାକୁ ଥିବା ବେଳେ ଆଜି ମଧ୍ୟ ଷ୍ଟାର ପ୍ରଚାରକ ମଙ୍ଗ ଧରିଛନ୍ତି। କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧ, ଧରମସାଗର, ହରିପୁର, ଅନେକ ଗ୍ରାମ ପ୍ରଚାର କରୁଛନ୍ତି। କଂଗ୍ରେସ ର ପାଞ୍ଚ ନ୍ୟାୟ ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ସହ ବିଜେପି ଏବଂ ବିଜେଡି ଙ୍କ ବିଫଳତା ନେଇ ଲୋକଙ୍କ ପାଖ କୁ ଯାଉଛନ୍ତି।
