*ନୂଆପଡା ବିଧାନ ସଭା ଉପ ନିର୍ବାଚନ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକ ୧ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ର ୪ ଗୋଟି ପଞ୍ଚାୟତ ରେ କଲେ ନିର୍ବାଚନ ପ୍ରଚାର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ବିଧାନସଭା ଉପ ନିର୍ବାଚନ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକ ୧ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ର ୪ ଗୋଟି ପଞ୍ଚାୟତ ରେ କଲେ ନିର୍ବାଚନ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କୁ ମହିଳା ଯୁବକ ଏବଂ ପୁରୁଷ ଭୋଟର ଙ୍କ ସମର୍ଥନ ବ୍ୟାପକ ରହିଥିବା ବେଳେ ନିର୍ବାଚନ ରେ ବିଜୟୀ ନେଇ ଦୃଢ଼ ଆଶାବାଦୀ। ଆଜି କୋମନା ବ୍ଲକ୍ ଅନ୍ତର୍ଗତ ଝଗରାହୀ, ଦେଓଧରା, ଧୋର୍ଲାମୁଣ୍ଡା, ଆଗରେନ ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମ ରେ କରିଥିଲେ ନିର୍ବାଚନ ପ୍ରଚାର।ସେଠାରେ ଲୋକଙ୍କ ବିଜେଡି ପ୍ରତି ଉତ୍ସାହ ଦେଖିବାକୁ ମିଳିଥିଲା।
