*ନୂଆପଡା ଉପ ନିର୍ବାଚନ ପରିପେକ୍ଷିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଗସ୍ତ କରି ସମୀକ୍ଷା ବୈଠକ ରେ ଯୋଗଦାନ, ମାଓ ଅଞ୍ଚଳ ପରିଦର୍ଶନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପରିପେକ୍ଷିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଗସ୍ତ କରି ସମୀକ୍ଷା ବୈଠକ ରେ ଯୋଗଦାନ କରି ନିର୍ବାଚନ କୁ ମୁକ୍ତ ଏବଂ ଅବାଧ କରିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ଆବଶ୍ୟକ ପରିମାଣ ରେ ସୁରକ୍ଷା ବାହିନୀ ରହିଛନ୍ତି। ଛତିଶଗଡ ଓ ଓଡ଼ିଶା ସୀମା କୁ ସିଲ କରିଥିବ ପ୍ରକାଶ କରିଛନ୍ତି। ସେହିପରି ମାଓ ଦମନ ଅପରେସନ ସ୍ଥିତି ସମୀକ୍ଷା କରିଥିବା ବେଳେ ମାଓ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ବେଳେ ନୂଆପଡ଼ା ଏସ ପି ଅମୃତ ପାଲ ସିଂ, ପୋଲିସ ଉଚ୍ଚସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
