*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଲା ଗ୍ରାମପଞ୍ଚାୟତ କୁର୍ଲୁଭଟା ବଜାର ପଡିଆ ରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ, ସେବା ପକ୍ଷ, ସ୍ବଚ୍ଛତା ଅଭିଯାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତ କୁର୍ଲୁଭଟା ବଜାର ପଡିଆ ରେ ସୁନ୍ଦର ମଣ୍ଡଲ ପକ୍ଷ ରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ, ସେବା ପକ୍ଷ ନେଇ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କୁର୍ଲୁଭଟା ବଜାର ପଡିଆ ରେ ସେଚ୍ଛାତା ଅଭିଯାନ ରେ ସଫେଇ କାର୍ଯ୍ୟକରି ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ। S
ଦିନ ମାଁ ପାଇ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। କାର୍ଯ୍ୟକ୍ରମ ରେ ରାତ୍ରାନନ୍ଦ ମ ଜିନହିରା, ସଂଜୟ ତିୱାରୀ, ମଣ୍ଡଳ ସଭାପତି ର୍ତତ୍ନାକର ହଂସ, ଜନକ ନାଏକ, ଦେବେନ୍ଦ୍ର ବେହେରା, ଆତ୍ମା ସଭାପତି ନବୀନ ରାଉତ ଶତାଧିକ ନାଗରିକ ଯୋଗ ଦେଇ ନିଜ ପରିବେଶ ନିଜ ହାତରେ। ଅଭ୍ୟାସ ରେ ପରିଣତ କଲେ ନିଶ୍ଚିତ ରୂପେ ଆସନ୍ତା ଦିନରେ ଆଦତ ହୋଇଯିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
