
ଆରମ୍ଭ ହେଲା +2ଉଚ୍ଚମlଧ୍ୟମିକ ପରୀକ୍ଷା ଲ
କୋରାପୁଟ….ସମଗ୍ର ରାଜ୍ୟ ରେ +2ଉଚ୍ଚ ମାଧ୍ୟମିକ ଦ୍ୱତୀୟ ବର୍ଷ ପରୀକ୍ଷା ସେ ଅନୁସାରେ କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ଠାରେ +2ଦ୍ୱତୀୟ ବର୍ଷ ବିଜ୍ଞାନ ବିଭାଗର ର ଆଜି ସାହିତ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଉକ୍ତ ପରୀକ୍ଷା କେନ୍ଦ୍ର ରେ ଛଅଶହ ରୁ ଉର୍ଦ୍ଧ ପରୀକ୍ଷା ଥୀ ପରୀକ୍ଷା ଦେଉଥିବାର ଜଣାପଡିଛି l ପରୀକ୍ଷା କେନ୍ଦ୍ର କୁ ପରୀକ୍ଷାଥୀ ମାନେ ଘଣ୍ଟାଏ ପୂର୍ବରୁ ନିଜର ଆଡମିଟ କାର୍ଡ ନେଇ ପ୍ରବେଶ କରୁଥିବାର ଦେଖାଯାଉଥିନା ବେଳେ ପ୍ରଥମ ଥର ଛବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଥିବା ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ନେତୃତ୍ୱ ରେ ପରୀକ୍ଷା ପରିଚାଳିତ ହେବା ଏପରିକି କଡା ସୁରକ୍ଷା ବ୍ୟବସ୍ଥା ଦ୍ୱାରା ପିଲାମାନେ ପରୀକ୍ଷା ଦେବାର ଅlନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୀପକ ପଟନାୟକ ଆମ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଛନ୍ତି l ଆଜିଠୁ ମାର୍ଚ୍ଚ ଶେଷ ସପ୍ତାହ ଯାଏଁ ପରୀକ୍ଷା ଚlଲିବ ବୋଲି ଜଣାପଡିଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍