ଗଜପତି ( ଟିକି ଲିମା) : ଗଜପତି ଜିଲ୍ଲା ରେ ଗତ ତିନିଦିନ ଧରି ଲଗାତାର ବର୍ଷା ହେବା କାରଣରୁ ପାରଳାଖେମୁଣ୍ଡି ଓ ନାମନଗଡ ଓ ଅଜୟଗଡ ଜିବା ରାସ୍ତାରେ ପାହାଡ ରୁ ମାଟି ଅତଡ଼ା ଧସି ଯାତାୟତ ରାସ୍ତା ଠପ୍ ହୋଇଯାଇ ଥିବାରୁ ଲେକେ ନାହିଁ ନଥିବା ସୁବିଧା ର ସମ୍ମୁଖୀନ ହେଉଛନ୍ତି ।