ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅସ୍ତି ଗ୍ରାମ ପଞ୍ଚାୟତରେ ଗଣେଶ ପୂଜା ଭସାଣୀରେ ଡାକବାଜି ଯନ୍ତ୍ର ବଜାଇବା ପାଇଁ ମନା କଲା ବାଲିଆପାଳ ପୋଲିସ, ଉତ୍ୟକ୍ତ ହୋଇ ଭସାଣି କମିଟି ଟାୟାର ଜାଳି ରାସ୍ତା ରୋକ କଲେ, ବାଲିଆପାଳ-କମର୍ଦ୍ଦା ରାସ୍ତା ଯାତାୟତ ଠପ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅସ୍ତି ଗ୍ରାମପଞ୍ଚାୟତରେ ଗଣେଶ ପୂଜା ଭସାଣୀ ରେ ଡାକ ବାଜି ଯନ୍ତ୍ର ବଜାଇବା ପାଇଁ ମନା କଲା ବାଲିଆପାଳ ପୋଲିସ, ପର୍ବ ପର୍ବାଣି ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଡାକ ବାଜି ଯନ୍ତ୍ର କରିଛନ୍ତି, ମାତ୍ର ଆଜି ବର୍ଷ କୁ ଗୋଟିଏ ଦିନ ଭଶାଣି କରୁଛି। ଆମେ ତ ବର୍ଷ କୁ ବର୍ଷା ଭଶାଣି କରୁ ଏଥିରେ କୋଣସି ଗଣ୍ଡଗୋଳ ହୋଏ ନାହିଁ ଶାନ୍ତି ଶୃଙ୍ଖଳା ସହ ଭଶାଣି କରେ। ପୋଲିସ କଣ ପାଇଁ ଭଶାଣି କରିବା ପାଇଁ ଅସ୍ତି ପଞ୍ଚାୟତକୁ ମନା କରୁଛନ୍ତି। ଆଜିକୁ ତିନି ଦିନ ଧରି ସମସ୍ତ ପଞ୍ଚାୟତରେ ମାଇକ ବାଜି ଧୁମଧାମରେ ଗଣେଶ ଭଶାଣି କରୁଛନ୍ତି, ଆଜି କାହିଁକି ଆମକୁ ମାଇକ ବଜାଇ ଭଶାଣି କରିବା ପାଇଁ ମନା କରୁଛନ୍ତି |
