ଯାଜପୁର (ସରୋଜ କୁମାର ଧଳ) ; ଯାଜପୁର ଜିଲ୍ଲା ର ବିଞ୍ଝାରପୁର ଅଂଚଳର ଆଳୁକୁଣ୍ଡ ଥାନା ଅନ୍ତର୍ଗତ ଗ୍ରାମ ହେଉ କିମ୍ବା ଦଶରଥ ପୁର ବ୍ଲକ ଅନ୍ତର୍ଗତ ଦସରଥପୁର ଥାନା,ଓ ମଙ୍ଗଳପୁର ଥାନ ଅଧୀନସ୍ତ କିଛି ଗ୍ରାମରେ ଗଣେଶ ପୂଜା ଚାଲିଥିଲା ଗଣେଶ ପୂଜା ର ଭଷାଣି ଅବସରରେ ଭୟଙ୍କର ବିକଟଳିଆ ଡିଜେ ଆୱଜ଼ରେ ଗ୍ରାମବାସୀ ବିତୃଷ୍ନା ହୋଇପଡିଲେଣି ଗ୍ରାମବାସୀ ଙ୍କ କହିବାକଥା କିଛିଟା ପଇସା ରୋଜଗାର ଆଶାରେ ଥାନା ଅଧିକାରୀ ମାନେ ଏହାକୁ ପରିମିସନ ଦେଉଛନ୍ତି ପ୍ରବଣ ଋତୁ ଆଗରୁ ଜିଲ୍ଲାପାଳ ଙ୍କ ତରଫରୁ ଚିଠି ଜାରି କରାଯାଇଥିଲା ସାଉଣ୍ଡ ପ୍ରଦ୍ୟୁସଣ କୁ ନେଇ ହେଲେ ମଙ୍ଗଳପୁର, ଅଳକୁଣ୍ଡ ଥାନା ଅଧିକାରୀ ଏହାକୁ ଧଜିଆ ଉଡାଇଛନ୍ତି ଭାଇଭେଟର ସମ୍ପୂର୍ଣ ରୂପେ ବନ୍ଧ କରାଯାଇଥିବା ବେଳେ କିନ୍ତୁ ଗତ ଗଣେଶ ପୂଜା ଠାରୁ ଭଷାଣି ଭିତରେ ବହୁ ସ୍ଥାନରେ ରାଜ୍ୟ ବାହାରୁ ଡିଜେ ଆସି ନିର୍ଦ୍ଧାରିତ ସ୍ୱର ଠାରୁ ବହୁ ଅଧିକ ସ୍ୱରରେ ଡିଜେ ବଜାଇବା ସହିତ ଭାଇଭେଟର ବ୍ୟବହାର କରୁ ଥିବାର ଦେଖିବାକୁ ମିଳିଛି ତାହା ପୁଣି ପୋଲିସ ପ୍ରଶାସନର ଉପସ୍ଥିତିରେ ଜିଲ୍ଲାପାଳଙ୍କ ନିର୍ଦେଶକୁ ଖୁଲମ ଖୁଲା ଉଲଘଂନ କରାଯାଉଛି ।
