Skip to content
◊
କେଉଁଝର …କେନ୍ଦୁଝର ରେ ଏକ ଭବ୍ୟ ଆକାରରେ ଯଜ୍ଞ ଏବଂ ରାଜ୍ୟ ସ୍ତରୀୟ ସନାତନୀ ସମ୍ମିଳନୀ ହେବା ଲାଗି ପୂର୍ବରୁ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଇସାରିଛି. ବୈଠକ ରେ ଅନେକ ବିଷୟକୁ ନେଇ ରୂପରେଖ ନିର୍ଧାରଣ କରାଯାଇଛି, ଯଜ୍ଞ ରେ ସାରା ଓଡିଶାର ଗୋ ସେବକ, ହିନ୍ଦୁ ସଂଘଠନ, ସମାଜ ସେବୀ, ସାଧୁ ସନ୍ଥ, ବ୍ରାହ୍ମଣ, ମାତୃଶକ୍ତି, ଶିକ୍ଷକ, ଗାଡ଼ି ସଂଘ ସମସ୍ତ ଛୋଟ ବଡ କାର୍ଯ୍ୟକର୍ତା ଏବଂ ସବୁ ବୁଦ୍ଧିଜୀବୀ, ସବୁ ପାର୍ଟି ର ରାଜନେତା ସମସ୍ତ ଙ୍କୁ ଏହି ଯଜ୍ଞ ରେ କେମିତି ସାମିଲୀ ହେବେ ଆଲୋଚନା କରାଗଲା, ଅତିଶୀଘ୍ର ବହୁ ସଂଖ୍ୟକ ସଂଘଠକ ମାନଙ୍କୁ ନେଇ ବଡ ଧରଣର ପ୍ରସ୍ତୁତି ବୈଠକ ରଖାଯିବ ଏହି committee ବୈଠକ ରେ ଯୋଗ ଦେଇଥିଲେ ପଣ୍ଡିତ ନିରଞ୍ଜନ ଦାସ ଏବଂ କୃତିବାସ ରଥ, ସ୍ୱାମୀ ହରିଶଙ୍କର ବାବା, ବ୍ରହ୍ମଚାରି ଶ୍ରୀ ପ୍ରଦୀପ୍ତ ତ୍ରିପାଠୀ,ଯୋଗରାଜ ଅନାମ ସ୍ୱାମୀ, ସୁବାଷ ମିଶ୍ର,ଗୌରୀଶଙ୍କର ସିଂ, ଅନିଲ ମହାନ୍ତି, ଭୂପେଶ ନାୟକ, ଦିବ୍ୟ ସେଠି, ପ୍ରଶାନ୍ତ କୁମାର ବିଶ୍ୱାଳ, ସମସ୍ତେ ଉପସ୍ଥିତ ରହି ବୈଠକ କୁ ସାଫଲ୍ୟ କରାଇଥିଲେ