ଦଶରଥପୁର (ସରୋଜ କୁମାର ଧଳ) : ମଙ୍ଗଳପୁର ଥାନା ର ଜାଫରପୁର ଗ୍ରାମ ଏକ ଜୈନିକ ଯୁବକ ଡ୍ରିଘ ଦିନ ଧରି ଅଂଚଳ ରେ ମଦ ବେପାରୀ କରିବା କୁ ଖବର ଜଣା ପଡିବା ପରେ ଆଜି ଚୋରା ମଦ କୁ ଜବଦ କରିଥିଲେ।ପୋଲିସ ଚୋରା ମଦ ଜିମା ଦେଇଥିଲେ। ସୂଚନା ମୁତାବକ ଦଶରଥପୁର ବ୍ଲକ ର ଜାଫରପୁର ଗ୍ରାମ… ନାମ ଏକ ଯୁବକ ଆଜିପୂର୍ବାହ୍ନ ରେ ମଙ୍ଗଳପୁର ଆଡୁ ଚାଉଳିଆ ଛକ ଆଡ଼କୁ ମଦ ନେଇକି ଆସୁଥିବା ବେଳେ ଚାଉଳିଆ ଗ୍ରାମ କିଛି ଯୁବକ ମହିଳା ଏକତ୍ରି ହୋଇ ଚୋରା ମଦ ବେପାରୀ ଅଟକାଇ ଥିଲେ ଓ ଚୋରା ମଦକୁ ଜବଦ କରିଥିଲେ।ମାଡ଼ ଭୟ ଚୋରା ମଦ ବେପାରୀ ଘଟଣା ସ୍ଥଳରେ ଫେରାର ହୋଇଯାଇଥିଲା। ମଙ୍ଗଳପୁର ଚାଉଳିଆ ମୁଖ୍ୟ ରାସ୍ତା କିଛି ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ମଙ୍ଗଳପୁର ଥାନା ଏ ଏସ ଆଈ ଜଟାଧାରୀ ଦାସ ଘଟଣା ସ୍ଥଳରେ ପହଁଚି ଚୋର ମଦ ଜବଦ କରିବା ସହ ଚୋରା ମଦ ବେପାରୀ ଉପରେ ଏକ କେଶ ମାମଲା କରାଯାଇଥିଲା।
