
ଭୁବନେଶ୍ୱର…
ଦୁଇଜଣ ଠକଙ୍କୁ କେତେବେଳେ ସେମାନେ ସୂଚନା ଅଧିକାର କର୍ମୀ ତ କେତେବେଳେ ନକ୍ସଲ ନାରେ ସରକାରୀ କର୍ମଚାରୀ ଙ୍କୁ ଧମକ ଦେଇ ଟଙ୍କା ମାଗିବା ଏହି ଅଭ୍ୟାସ ଗତ ଠକଙ୍କର କାମ। ସୂଚନା ଅନୁସାରେ ଏହି ଦୁଇଜଣ ଠକ ହେଲେ ବନ୍ଧୁଗାଁ ବ୍ଲକର ସୂଚନା ଅଧିକାର କର୍ମୀ ର ପରିଚୟ ଦେଉଥିବା ଜିଭିଆର ପଟ୍ଟନାୟକ ଓ ଅବସର ଶିକ୍ଷକ ଭି. ଦେବେକିଶୋର ପଟ୍ଟନାୟକ. ସମ୍ପର୍କରେ ଏମାନେ ହେଲେ ଶଳା ଭିଣୋଇ। ସୂଚନା ଅନୁସାରେ ଏମାନେ ନାରାୟଣ ବ୍ଲକର ଭଦ୍ର କନିଷ୍ଠ ଯନ୍ତ୍ରୀ ଶ୍ରୀ ସତ୍ୟନ୍ଦ୍ର ଦତ୍ତଙ୍କୁ ଆ ର ଟି ଆ ଇ ମାଧ୍ୟମରେ ତଥ୍ୟ ମାଗିବା ଭୟ ଦେଖାଇ ସରକାରୀ କର୍ମଚାରୀ ଠାରୁ ଟଙ୍କା ନେଉଥିଲେ।ଏପରିକି ନକ୍ସଲ ନାଁରେ ଓ ସାମ୍ବାଦିକର ପରିଚୟ ଦେଇ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରୁଥିଲେ।ଏପରିକି ପୂର୍ବରୁ ନାରାୟଣପାଟଣା ବ୍ଲକର କନିଷ୍ଠ ଯନ୍ତ୍ରୀ ସତ୍ୟନ୍ଦ୍ର ଦତ୍ତଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ।40000 ହଜାରେ ଟଙ୍କା ଲାଞ୍ଚ ମାଗୁଥିଲେ।ପୂର୍ବରୁ ଆଜି ଛକି ରହିଥିବା ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଟଙ୍କା ନେବା ସମୟେ ମାଡ଼ିବସିଥିଲେ।ଆଜି ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ଼ କରିଚି। ଭଲଭାବରେ ଦେଖିନିଅନ୍ତୁ ଏହି କରିତ କର୍ମା ଠକ ଦୁଇଜଣଙ୍କୁ। କିପରି ନକ୍ସଲ ନାଁରେ ଭୟ ଦେଖାଇ ସରକାରୀ କର୍ମଚାରୀଙ୍କୁ ଲୁଟୁଛନ୍ତି