
ଜୟପାଟଣା…. ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ରାସ୍ତା ସାମ୍ନା ରେ ଏକ ବାଇକ୍ ସେରଭିସ କରି ନିଜର ପରିବାର ଙ୍କ ପ୍ରତିପୋଷଣ କରନ୍ତି , ହେଲେ ସେହି ବ୍ୟକ୍ତି ତାଙ୍କ ପରିବାର ଛାଡ଼ି ପୋରାଲୋକ କୁ ଚାଲିଗଲେ ,ଏହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଗନ୍ଧିଗ୍ରମ ପଡ଼ା ର ସୀତାରାମ ନାଏକ ଙ୍କ ପୁତ୍ର ପ୍ରମାଦ ନାଏକ ବୟସ (୩୨) ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ଘରୁବହାରି ଘରକୁ ଫେରି ନଥିବା ସୂଚନା ପରିବାର ଲୋକଙ୍କ ଠାରୁ ମିଳିଥିବାବେଳେ , ଆଜି ସକାଳେ ଗିତାଭୁବନ ଠାରୁ ଚିର୍କା ରାସ୍ତା ର ଏକ ପଖରି ଭିତରେ ପ୍ରମୋଦ ନାଏକ ଙ୍କ ମୃତଦେହ ଦେଖିବାକୁ ମିଳିଛି।
ସୂଚନା ପାଇ ପୋଲିସ ପ୍ରଶାସନ ପହଞ୍ଚିଥିଲେ, ଫଳରେ ମୃତଦେହ ଉଦ୍ଧାର କରା ଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ଆଗକୁ ଦେଖିବା ସୂଚନା କଣ ମିଳୁଛି ।
ଧର୍ମଗଡ଼ ସବଡିବିଜନ ରୁ କୁଳପତି ଶବର ରିପୋର୍ଟ ଭଞ୍ଜଦୂତ News