
ବସ୍ତା (ସେଖ ଆଜାରୁଦ୍ଦିନ) : ସାଧାରଣ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ରୁପ୍ସା ବୈଶିଙ୍ଗା ଝୋଟ ମିଲ ପାର୍ଶରେ HP ପେଟ୍ରୋଲ ପମ୍ପ ନିଜ ଝିଅ ଭାଗ୍ୟଶ୍ରୀ ଙ୍କ ନାମରେ ଆଜି ଆରମ୍ଭ କରିଲେ ଯୁବ ଉଦ୍ୟୋଗୀ ଜଗଦୀଶ ପ୍ରଧାନ। ବୈଶିଙ୍ଗାକୁ ଯିବା ପାଇଁ ଏହି ରାସ୍ତାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ବାଇକ ଚାଳକ ଏବଂ ଝୋଟ କମ୍ପାନୀକୁ ଆସୁଥିବା ବଡ଼ ବଡ଼ ଟ୍ରକ ଡ୍ରାଇଭର ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥାନ୍ତି l ପୁଣି ଏବେ ମାଲିକ ସଂଘ ତରଫରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା ଯାହା ଫଳରେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଡି ଚାଳକ l ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ଆରମ୍ଭ କରିଲେ ନୂତନ ପେଟ୍ରୋଲ ପମ୍ପ ଯାହାର ଶୁଭାରମ୍ଭରେ ବାଇକ ଚାଳକ ମାନଙ୍କ ଭିଡ଼ ଆପଣ ମାନେ ଦେଖି ପାରୁଥିବେ। ଆଜିର ଦିନରେ ସମସ୍ତ ଉପଭୋକ୍ତା ଙ୍କ ପାଇଁ ଦମଦାର ଅଫର ରହିଅଛି।