ଆକାଉଣ୍ଟ. ରୁ 50ଲକ୍ଷ ଲୁଟି ନେଲେ ଟିଭି ସାମ୍ବାଦିକ. ଅବସରପ୍ରାପ୍ତ କର୍ମଚାରି ଙ୍କ ଆକାଉଣ୍ଟ ରୁ 2014ରୁ 2026ମସିହା ମଧ୍ୟ୍ୟ ରେ 50ଲକ୍ଷ ଟଙ୍କା ଲୁଟି ନେଲେଏ ନେଇ କୋରାପୁଟ ସାଇବର ଥାନା. ପୀଡିତ ପରିବାର ଅଭିଯୋଗ କରିଥିବା ଜଣା ପଡିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରାମଗିରି ସାସ୍ଥ୍ୟକେନ୍ଦ୍ର ରେ ପୂର୍ବ ରୁ କାର୍ଯ୍ୟରତ ଧୀରେନ କୁମାର ସେଠି କହିବାଅନୁଯାୟୀ ତାଙ୍କ ଅତି ନିକଟର ହୋଇଥିବା ଟିଭି. କୋନକ ସାମ୍ବାଦିକ ନାମ ରେ ଅଭିଯୋଗ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
