ଗଜପତି (ଟିକି ଲୀମା) :
*ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତମୋହା ବିଦ୍ୟାଳୟ ପାରଳାଖେମୁଣ୍ଡିର ର ରାଜନୀତି ବିଜ୍ଞାନ ସ୍ନାତକୋତ୍ତର ଦିତୀୟ ବର୍ଷ ଛାତ୍ର ରକ୍ତ କର୍କଟରେ ପୀଡିତ ହୋଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବେଲାଲ୍ ସେନ ଏବଂ ସହପାଠୀ। ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ନିବେଦନ। କରିଛନ୍ତି। ସହପାଠୀ ଏଥିପାଇଁ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ପାଇଁ ସହାୟତା କରିବା ପାଇଁ ଗୁହାରୀ କରିଛନ୍ତି।
ପାଠ ପଢା ବୟସରେ ଜୀବନ ମରଣ ଲଢେଇ । ମାରାତ୍ମକ ରକ୍ତ କର୍କଟ ରୋଗ ସହ ସଂଘର୍ଷ କରୁଛି 23 ବର୍ଷୀୟା ବେଲାଲ୍ ସେନ । ନିଜର ଜୀବନ ବଞ୍ଚାଇବା ପାଇଁ ନିଜେ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଆର୍ଥିକ ସାହାଯ୍ୟ କରିବାକୁ ଆକୁଳ ଅନୁରୋଧ କରିଛନ୍ତି ରକ୍ତ କର୍କଟ ପୀଡିତ ଥିବା ବେଲାରସନ ନାୟକ।
ଯଦିଓ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡରେ ବେଲାରସନ ର ଚିକିତ୍ସା ଆରମ୍ଭ ହୋଇଥିଲା କିନ୍ତୁ କାର୍ଡରେ ନିର୍ଦ୍ଧାରିତ ଅର୍ଥ ସରିଯିବାରୁ ଏବେ ଚିକିତ୍ସା ପାଇଁ ବାଧକ ହେଉଛି।
ଜୀବନ ବଞ୍ଚାଇବାକୁ ଏବେ ମାଆବାପାଙ୍କ ପାଖରେ କୌଣସି ସମ୍ବଳ ନଥିବା ବେଳେ ଆର୍ଥିକ ସାହାଯ୍ୟ କରିବାକୁ ହାତ ପତାଇଛନ୍ତି ଏହି ସମୟରେ ନିଜ ସହପାଠୀ ବର୍ତ୍ତମାନ ଲୋକଙ୍କ ସରକାର ଙ୍କୁ ଅନୁରୋଧ କରିଛନ୍ତି । ବେଲାଲ୍ ସେନ କୁ ସାହାଯ୍ୟ କରନ୍ତୁ ପୁଣି ସେ ସୁସ୍ଥ ହୋଇପାରିବ। ତାଙ୍କ ସହ ପୁଣି ପାଠପଢିବ।
କଥାରେ ଅଛି ଜୀବନ ର ମହାସ୍ରୋତ ର ଢେଉ ମଣିଷ କୁ କେତେବେଳେ କୁଆଡେ ନେଇଯାଏ କିଏ ଜାଣିପାରେ ନାହିଁ। ଯିଏ ଦିନେ ସାଙ୍ଗ ସାଥି ମେଳରେ ହସି ଖୁସିରେ ପାଠ ପଢି ହସୁଥିଲା ପିଲାଙ୍କୁ ହସାଉଥିଲା ପିଲା ଟି ସେ ମରଣ ସହ ଲଢ଼ୁଛି। ଦିନେ ଦେଶ ବିଦେଶରେ କଲେଜ୍ ତରଫ ରୁ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ନାଚ ,ଗୀତ, ଅଭିନୟ ରେ ପ୍ରଶଂସିତ ହୋଇ କଲେଜ ର ଗାରିମା ବଢାଉଥିଲା ସେ ଆଜି ହସ ହରେଇ ଜୀବନ ସହ ଲଢ଼ି ବଞ୍ଚିବା ପାଇଁ ସଂଘର୍ଷ କରୁଛି। ତେଣୁ ସହପାଠୀ ନିଜ ତରଫରୁ ସାହାଯ୍ୟ କରିବା ପାଇଁ ସରକାର ଓ ସମାଜ ସେବି କଲେଜ କର୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି।
ଗଜପତି ରୁ ଟିକି ଲିମା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
ସହାୟତା କରିବା ପାଇଁ
Name belalsen nayak
A /c – number – 6149101004892
IFsc code – CNRB0006149
Phone pay number – 7978027181
G pay number -7978027181
