ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ବେଲଗୁଣ୍ଠା -:4/09/2026-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ
ସୋରଡ଼ା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀଙ୍କ ଦ୍ଵାରା ଉଦ୍ଘାଟିତ
ମୁଖ୍ୟ ଅତିଥି ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା
ମୁଖ୍ୟ ବକ୍ତା ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ
ସମ୍ମାନିତ ଅତିଥି ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ମହାନ୍ତି,ନାଟ୍ୟକାର ପ୍ରଫୁଲ୍ଲ ବେହେରା,ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସାହୁ,ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,
ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ,ଗୀତ,ରାଧାକୃଷ୍ଣ ବେଶ ଏବଂ କଣ୍ଢେଇ ପ୍ରତିଯୋଗିତା
୭୦ ଜଣ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ
୪୦ ଜଣ ଛାତ୍ରଛାତ୍ରୀ କଣ୍ଢେଇ ପ୍ରତିଯୋଗିତା
ରାଧାକୃଷ୍ଣ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ
ପ୍ରଥମ ସାଇ ବିଷୋୟୀ,ଦ୍ଵିତୀୟ ଦେବାଂଶୁ ଜେନା,ତୃତୀୟ ଧିରେନ୍ ଭୋଳ, ଦିବ୍ୟାଂଶି ବିଷୋୟୀ,
ରାଧାକୃଷ୍ଣ ବେଶ ବରିଷ୍ଠ ବିଭାଗରେ
ପ୍ରଥମ ରୀୟାଂଶ ସାହୁ,ଦ୍ଵିତୀୟ ସ୍ନେହା ଜେନା,ତୃତୀୟ ଆଦର୍ଶ ସ୍ୱାଇଁ
କଣ୍ଢେଇ ପ୍ରତିଯୋଗିତା କନିଷ୍ଠ ବିଭାଗରେ
ପ୍ରଥମ ଆୟୁଷ ବିଷୋୟୀ,ଦ୍ଵିତୀୟ ଆରାଧ୍ୟା ରଣା,ତୃତୀୟ ସୌମ୍ୟାଶ୍ରୀ ପଟ୍ଟନାୟକ,ଆୟୁଷ ଜେନା
କଣ୍ଢେଇ ପ୍ରତିଯୋଗିତା ବରିଷ୍ଠ ବିଭାଗରେ
ପ୍ରଥମ ଓମ୍ ବିଷୋୟୀ,ଦ୍ଵିତୀୟ ଆଶୁତୋଷ ସ୍ୱାଇଁ,ତୃତୀୟ ରିତେଶ ଭୂୟାଁ
କୃତି ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଡାକୁଆ ସ୍ବତନ୍ତ୍ର ରୂପେ ପୁରସ୍କୃତ କରିଥିଲେ
ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ୍ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ପଦ୍ମ ଚରଣ ବିଷୋୟୀ,ରଙ୍କନିଧି ବିଷୋୟୀ,ଅଶୋକ ଗୌଡ଼,ଦିବାକର ବିଷୋୟୀ,ନିତ୍ୟାନନ୍ଦ ବିଷୋୟୀଙ୍କ ସମେତ ବହୁ ଅଭିଭାବକ
ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ,ଗୁରୁଜୀ ବିଶ୍ବରଂଜନ ସେଠୀ,ମିଥୁନ ନାୟକ,ଗରୁମା ସ୍ନେହଲତା, ସନ୍ତୋଷିନି,ଏଡିଏସ ପ୍ରତିଷ୍ଠାତା ଆଶିଷ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଗୁରୁଜୀ ପବିତ୍ର,ଦେବାଶିଷ,ଗୂରୁମା ରୀନା, ପିନୁ,ରୋଜିମା,ଜ୍ୟୋତି,ବୈଶାଖୀଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ସହଯୋଗ କରିଥିଲେ।
